ପୁଣି ଖଟିଆ ଆମ୍ବୁଲାନ୍ସ୍
27/08/2018 at 3:32 PM

ଆମ୍ବୁଲାନ୍ସ ନପାଇ ମା ଛଟପଟ । ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ପ୍ରସୂତି ଯାଇପାରିଲେନି ହସ୍ପିଟାଲ୍ । ଖଟିଆରେ ଟେକି ନିଆଯାଉଥିବା ବେଳେ,ପିଲା ଜନ୍ମ କଲେ ମହିଳା । କେନ୍ଦୁଝର ଆନନ୍ଦପୁର ଅବଣି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସେପଟେ ବରଗଡ଼ ପଦ୍ମପୁର ଟିଠେଇ ଡୁଙ୍ଗରୀ ଗାଁରେ ଖଟିଆରେ ବୁହା ହୋଇ ହସ୍ପିଟାଲ୍ ଯାଇଛନ୍ତି ଜଣେ ଗୁରୁତର ରୋଗୀ ।
Related Posts
ନିଜକୁ ନିଜେ ଗୁଳି କରି ବିଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା !
6 March 2021