Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ପୁରୀରେ ‘ମୋ ଧାମ ମୋ ଗର୍ବ’ କାର୍ଯ୍ୟକ୍ରମ, ପ୍ରତି ଶନିବାର ଚାଲିବ ବଡଦାଣ୍ଡ ସେବା
  • ||
  • ଧର୍ମଗଡ଼ : ବିବାହିତ ମହିଳାଙ୍କୁ ମାରି ପୋଡିଦେଲେ ! ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
  • ||
  • ଜଳେଶ୍ୱର : ପୂଜା ଭୋଜି ଓ ଭୋଗ ଖାଇ ୧୫୦ ଅସୁସ୍ଥ, ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି
  • ||
  • ଶେରଗଡ : ଭୟାବହ ଅଗ୍ନିକାଣ୍ଡ, ୯୦ ଛେଳି ଜୀଅନ୍ତା ଜଳିଗଲେ
  • ||

ପୁଣି ଖଟିଆ ଆମ୍ବୁଲାନ୍ସ୍

27/08/2018 at 3:32 PM

ଆମ୍ବୁଲାନ୍ସ ନପାଇ ମା ଛଟପଟ । ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ପ୍ରସୂତି ଯାଇପାରିଲେନି ହସ୍ପିଟାଲ୍ । ଖଟିଆରେ ଟେକି ନିଆଯାଉଥିବା ବେଳେ,ପିଲା ଜନ୍ମ କଲେ ମହିଳା । କେନ୍ଦୁଝର ଆନନ୍ଦପୁର ଅବଣି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସେପଟେ ବରଗଡ଼ ପଦ୍ମପୁର ଟିଠେଇ ଡୁଙ୍ଗରୀ ଗାଁରେ ଖଟିଆରେ ବୁହା ହୋଇ ହସ୍ପିଟାଲ୍ ଯାଇଛନ୍ତି ଜଣେ ଗୁରୁତର ରୋଗୀ ।

   Related Posts