Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପୁଣି ଜନନୀ ଯନ୍ତ୍ରଣା, ଗାଁ ଭିତରକୁ ପଶି ପାରିଲାନି ଆମ୍ୱୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

27/06/2021 at 9:39 PM

ଭଞ୍ଜନଗର, ୨୭/୦୬: ଗଞ୍ଜାମ ଓ କନ୍ଧମାଳ ସୀମାବର୍ତ୍ତୀ ଅଞ୍ଚଳ ଗମ୍ଭାରୀ ଗୋଚ୍ଛା ଗ୍ରାମରେ ଆଜି ଦେଖିବାକୁ ମିଳିଛି ପୁଣି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ଗଞ୍ଜାମ ଓ କନ୍ଧମାଳ ସୀମାନ୍ତରେ ଥିବା ଦୁର୍ଗମ ଅଂଚଳ ଗମ୍ଭାରୀ ଗୋଚ୍ଛା ଗ୍ରାମରେ ଗର୍ଭବତୀ ମହିଳା ସୋରଜିନୀ ମଳିକଙ୍କୁ ଆଜି ଗର୍ଭ ଯନ୍ତ୍ରଣା ଆସିବାରୁ ନିକଟସ୍ଥ ଗଲେରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣାଇଥିଲେ ।

ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୦୨ ଆମ୍ୱୁଲାନ୍ସ ରୋଗୀଙ୍କୁ ଆଣିବାକୁ ଯାଇଥିଲା । କିନ୍ତୁ ଉକ୍ତ ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ରଗାପାଦୁ ଗ୍ରାମ ନିକଟରେ ଅଟକି ଯାଇଥିଲା । ଗମ୍ବାରିଗୋଚ୍ଛା ଗ୍ରାମରୁ ଉକ୍ତ ଜନନୀକୁ ଏକ ଖଟିଆ ମାଧ୍ୟମରେ ଗ୍ରାମର କିଛି ଲୋକ ଆମ୍ବୁଲାନ୍ସ ନିକଟକୁ କାନ୍ଧରେ ବୋହି ଆଣିଥିଲେ । ସେଠାରୁ ୧୦୨ ଯୋଗେ ତାଙ୍କୁ ଗାଲେରୀ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ପରେ ଡାକ୍ତରଖାନାରେ ସରୋଜିନୀଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।

   Related Posts