କୂଅ ଭିତରେ ଗଳି ପଡ଼ିଲା ଭାଲୁ

Published By : Prameya-News7 Bureau | March 03, 2019 IST

ବାଲେଶ୍ବର ୩/୩: ବାଲେଶ୍ଵର ଜିଲ୍ଲା ନୀଳଗିରି ବନବିଭାଗ ଅଧିନ  ବେଢାସାହି ଗାଁରେ ଏକ କୂଅ ଭିତରେ ଭାଲୁଟି ପଡିଯାଇଛି । ପାହାଡ଼କୁ ଫେରିବାବେଳେ  ଭାଲୁଟି ଜାଣିନପାରି ଜଣେ ବ୍ୟକ୍ତିଙ୍କ ବାଡ଼ି ଭିତରେ ଖୋଳାଯାଇଥିବା କୂଅ ଭିତରେ ଗଳି ପଡିଥିଲା ।

{"id":90250,"width":594,"height":341}

ସକାଳେ ଗର୍ଜନ କରୁଥିବାବେଳେ ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ । ଭାଲୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିବାବେଳେ ଦମକଳ ଓ ବନବିଭାଗର, ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରିରଖିଛନ୍ତି।

{"id":90251,"width":594,"height":341}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.