Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବା ଭାଲୁଛୁଆକୁ ସିଡ଼ି ପକାଇ ଉଦ୍ଧାର କଲେ ଗ୍ରାମବାସୀ : ସିଡ଼ିରେ କେମିତି ଉଠିଲା ଭାଲୁ ଦେଖନ୍ତୁ..

12/08/2019 at 1:41 PM

ଅନୁଗୁଳ ୧୨/୮: ଏକ ପରିତ୍ୟକ୍ତ କୂଅ ଭିତରେ ଫସି ରହିଥିଲା ଭାଲୁ। ଏ ଦୃଶ୍ୟ ହେଉଛି ଅନଗୁଳ ଜିଲା ଛେଣ୍ଡିପଦା ଭାଗଲକଟା ଗ୍ରାମର। ନିକଟସ୍ଥ କୋଶଳା ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି କୂଅ ଭିତରେ ପଡିଛି।

କୂଅ ଭିତରେ ବିଚରା ଭାଲୁଟି ବୁଲି ବୁଲି ରଡି ଛାଡିବା ପରେ ଥକା ହୋଇ ପଡିରହିଛି।  ବେଳେବେଳେ ରଡି ମଧ୍ୟ ଛାଡୁଛି। ରଡି ଶବ୍ଦ ଶୁଣି ଗାଁ ଲୋକ ବନ ବିଭାଗକୁ ଖବର ଦେଲା ପରେ ଆରମ୍ଭ ହେଲା ରେସକ୍ୟୁ। ଲୋକମାନେ ବୁଦ୍ଧି ଖଟାଇ ତିଆରି କଲେ ବାଉଁଶରେ ୨୦ଫୁଟର ସିଡ଼ି। ସିଡ଼ିଟିକୁ ଗାତ ଭିତରେ ପକାଇଲା ପରେ ସହଜରେ ଗୋଟିଏ ପରେ ଗୋଟିଏ ପାହାଚ ଚଢି ଉଦ୍ଧାର ହେଲା ଭାଲୁ।

   Related Posts