ସ୍କୁଲ ହତାରେ ଭାଲୁ : ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ
14/12/2019 at 4:17 PM

ମାଲକାନଗିରି ୧୪/୧୨: ସ୍କୁଲ କ୍ୟାମ୍ପସ ଭିତରେ ଭାଲୁ ଆତଙ୍କ।ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ।ଗତ କାଲି ରାତି ସାଢେ ୧୦ ଟା ସମୟରେ ମାଆ ସହ ୩ ଟି ଛୁଆ ଭାଲୁ ସ୍କୁଲ ହଷ୍ଟେଲ ପାଖକୁ ଆସି ଯାଇଥିଲେ।

ଆଉ ଏହାକୁ ଦେଖି ସ୍କୁଲର ଶିକ୍ଷକ ଓ ଛାତ୍ରମାନେ ଭାଲୁକୁ ଘଉଡାଈ ଥିବାବେଳେ ପାଚେରୀ ଡେଇଁ ଏମାନେ ଚାଲି ଯାଇଥିଲେ।ତେବେ ଏମାନେ ପାଚେରୀ ଡେଇଁବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Related Posts
କଟକ ଏଆର୍ସିରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି
28 January 2021
ବେଆଇନ ସସ୍ କାରଖାନା ଉପରେ ଚଢାଉ, ଜଣେ ଗିରଫ
28 January 2021
ବେଆଇନ କଫ ସିରପ ଘଟଣାର ପର୍ଦ୍ଦାଫାଶ, ୨ ନିଶା ବେପାରୀ ଗିରଫ
28 January 2021