Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନୂଆପଡାରେ ଭାଲୁ ଆତଙ୍କ: ଜିଲ୍ଲାପାଳଙ୍କ ଘରେ ପଶି ଖାଇଲା ଆମ୍ୱ, ଜଗିଛି ବନବିଭାଗ

14/07/2021 at 8:16 AM

ନୂଆପଡା ୧୪/ ୭ : ନୂଆପଡାରେ ପୂଣି ଭାଲୁ ଆତଙ୍କ । ନୂଆପଡା ଜିଲ୍ଲାପାଳଙ୍କ ଘରେ ପଶି ଆମ୍ବ ଖାଇଲା ଭାଲୁ । ସୁରକ୍ଷା ଦୃଷ୍ଟିରୁ ଭାଲୁକୁ ଜଗିଛି ନୂଆପଡା ବନ ବିଭାଗ । ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ଭିତରେ ଭାଲୁ ବୁଲୁଥିବା ଦେଖି ବନ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ କର୍ମଚାରୀ ।

ସନ୍ଧ୍ୟା ପର୍ଯ୍ୟନ୍ତ ଭାଲୁକୁ ଜଗିବା ପରେ ଜନଶୁନ୍ୟ ହେଲେ ବାହାରକୁ ବାହାର କରିବା ବ୍ୟବସ୍ଥା ନେଇ ବନ ବିଭାଗର ସୂଚନା । ଗତ କିଛି ଦିନ ତଳେ ସ୍ଥାନିୟ ମୃତ୍ତିକା ସଂଗ୍ରକ୍ଷଣ କାର୍ଯ୍ୟାଳୟ ଭିତରେ ୧୫ ଘଣ୍ଟା ଧରି ଆତଙ୍କ ଦେଖାଇଥିଲା ଭାଲୁ । ଆମ୍ବ ଖାଇବା ଆଶାରେ ଭାଲୁଟି ସ୍ଥାନୀୟ ସାଲିହା ଜଙ୍ଗଲରୁ ଚାଲି ଆସୁଥିବା ଅନୁମାନ କରାଯାଉଛି ।

   Related Posts