Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

କରୋନା ପାଇଁ ୩୧ ପଏଣ୍ଟ: କେମିତି ରହିବେ ସତର୍କ ?

21/03/2020 at 8:20 PM

କରୋନା ପାଇଁ କେମିତି ରହିବେ ସତର୍କ ?

କାଶିବା ବା ଛିଙ୍କିବା ବେଳେ ମୁହଁକୁ ଆବଦ୍ଧ ରଖିବା ଦରକାର

ନିଜ ନାକ ଓ ମୁହଁକୁ ଘୋଡାଇ ରଖିବା ଦରକାର

ଖାଇବା ଆଗରୁ ହାତକୁ ଭଲଭାବେ ସଫା କରିବା ଦରକାର

ନିଜ ସାଙ୍ଗରେ ସାନିଟାଇଜର ରଖନ୍ତୁ

ମାସ୍କ ପିନ୍ଧି ଘରୁ ବାହାରକୁ ଯାଆନ୍ତୁ

ସିଫୁଡ୍ ଖାଇବାରୁ ନିବୃତ୍ତ ରୁହନ୍ତୁ

କଂସେଇଖାନାକୁ ଯାଆନ୍ତୁନାହିଁ ଓ ମାଂସ ମାର୍କେଟ୍‌କୁ କମ୍ ଯାଆନ୍ତୁ

ମାଂସକୁ ସମ୍ପୂର୍ଣ୍ଣ ରୂପେ ସିଝାଇ ଖାଆନ୍ତୁ

ଅଧା ସିଝା ମାଂସ ବିଲକୁଲ ଖାଆନ୍ତୁ ନାହିଁ

କରୋନା କଟକଣା ଏବଂ ଜନତା କର୍ଫ୍ୟୁ

ଏକାଠି ହୋଇପାରିବେନି ସାତରୁ ଅଧିକ ଲୋକ

ସରକାରୀ ବୈଠକ, ସଭା ଓ ସମିତି ମନା

ରେସ୍ତୋରାଁ, ବାର୍‌ ଓ କ୍ୟାଣ୍ଟିନ୍‌ ବନ୍ଦ

ଟ୍ୟାକ୍ସି, ଅଟୋ ଦିନେ ଛଡା ଦିନେ ଚାଲିବ

ଖୋଲାରହିବ ପେଟ୍ରୋଲ ପମ୍ପ୍ ଓ ଔଷଧ ଦୋକାନ

ଜନତା କର୍ଫ୍ୟୁରେ ଭାଗନେବେ ବ୍ୟବସାୟୀ

ଓଡିଶାର ୨୦ଲକ୍ଷ ଦୋକାନ ବନ୍ଦ ରହିବ

କରୋନା ପାଇଁ ଲକ୍‌ଡାଉନ୍

ରାଜ୍ୟର ୫ ଜିଲ୍ଲା ଓ ୮ ସହରରେ ଲକ୍‌ଡାଉନ୍

ମାର୍ଚ୍ଚ ୨୨ ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍

୫ଟି ଜିଲ୍ଲା- ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୋଳ

ଏହି ୫ ଜିଲ୍ଲାର ସବୁ ସହର ଏବଂ ସବୁ ଗାଁରେ ଲକ୍‌ଡାଉନ୍

ଲକ୍‌ଡାଉନ୍ ଘୋଷିତ ସହର ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନ୍

ଆବଶ୍ୟକ ଥିଲେ ଘରୁ ବାହାରକୁ ବାହାରନ୍ତୁ

କଟକଣା ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଲକ୍‌ଡାଉନ୍ ବେଳେ କ’ଣ କ’ଣ ଖୋଲା

ବସ୍‌, ଟ୍ରେନ୍‌ ଓ ବିମାନ ସେବା ଜାରି ରହିବ

ତେଜରାତି ସଉଦା, ପରିବା, ମାଛ, ମାଂସ, ଅଣ୍ଡା, ଚିକେନ୍‌ ଦୋକାନ ଖୋଲା

ପେଟ୍ରୋଲ ପମ୍ପ୍ ଏବଂ ଔଷଧ ଦୋକାନ ଖୋଲା ରହିବ

ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ ମାର୍କେଟ୍ ଖୋଲା

ଡାକ୍ତରଖାନା, ବ୍ୟାଙ୍କ୍, ଏଟିଏମ୍ ସେବା ଜାରି ରହିବ

ମ୍ୟୁନିସିପାଲିଟି, ପୋଲିସ, ଅଗ୍ନିଶମ, ଓଡ୍ରାଫ୍ ସେବା ଜାରି

ପାନୀୟ ଜଳ ଓ ବିଦ୍ୟୁତ୍ ସେବା ଜାରି ରହିବ

ପ୍ରଶାସନିକ କାର୍ଯ୍ୟାଳୟଗୁଡିକ ଖୋଲା ରହିବ

   Related Posts