Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିଡିଓଙ୍କ ମହାନତା, ଦୁର୍ଘଟଣା ଶିକାର ବ୍ୟକ୍ତିକୁ ନିଜ ଗାଡିରେ ମେଡିକାଲ ପହଞ୍ଚାଇଲେ

2/11/2021 at 5:54 PM

ସୋର ୨।୧୧: ମହାନତା ଦେଖାଇଲେ ବିଡ଼ିଓ । ଦୁର୍ଘଟଣା ଶିକାର ହୋଇଥିବା ବ୍ୟକ୍ତିକୁ ନିଜ ଗାଡ଼ିରେ ମେଡ଼ିକାଲ ପହଞ୍ଚାଇଲେ । ଖଇରା ବ୍ଲକ୍ କଣ୍ଟାପଡା ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଶିକାର ହୋଇ ରାସ୍ତାରେ ପଡି ରହିଥିଲେ । ଖଇରା ବିଡ଼ିଓ ପର୍ଶୁରାମ ପଣ୍ଡା ନିଜ ସରକାରୀ କାମ ସାରି ନିଜ କାର୍ଯ୍ୟାଳୟ ଫେରୁଥିବା ସମୟରେ ଆହତ ବ୍ୟକ୍ତି ଉପରେ ନଜର ପଡିଥିଲା । ଅତ୍ୟଧିକ ରକ୍ତସ୍ରାବ ହେଉଥିବାରୁ ଆଉ ଆମ୍ବୁଲାନ୍ସ ଅପେକ୍ଷା ନକରି ନିଜ ଗାଡ଼ିରେ ନିଜେ ଆହତ ବ୍ୟକ୍ତି ଉଠାଇ ଖଇରା ମେଡ଼ିକାଲକୁ ଆଣିଥିଲେ । ଯାହାକୁ ନେଇ ଖଇରା ଅଞ୍ଚଳରେ ବିଡ଼ିଓ ପାଇଁ ପ୍ରଶଂସାର ସୁଅ ଛୁଟିଛି ।

   Related Posts