Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ରାଜ୍ୟରେ ସଂକ୍ରମଣ ଉପର ମୁହାଁ: କାଲିଠୁ ନାଇଟ କର୍ଫ୍ୟୁ, କଠୋର ହେଲା ଭଦ୍ରକ ପ୍ରଶାସନ

16/04/2021 at 8:53 AM

ଭଦ୍ରକ ୧୬/୪: ରାଜ୍ୟରେ ସଂକ୍ରମଣ ଉପରମୁହାଁ । ଫଳରେ ବିଭିନ୍ନ ଜିଲ୍ଲାରେ ବଢିବାରେ ଲାଗିଛି ସଂକ୍ରମିତ ସଂଖ୍ୟା । ଭଦ୍ରକରେ ଆସନ୍ତାକାଲି ଅର୍ଥାତ୍ ୧୭ରୁ ନାଇଟ କର୍ଫ୍ୟୁ ଲାଗୁ ହେବ । ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ଦୃଷିଟେର ରଖି ନିଷ୍ପତ୍ତି ନେଇଛି ପ୍ରଶାସନ ।

ନାଇଟ କର୍ଫ୍ୟୁ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ତେବେ ପ୍ରଶାସନିକ ସୂଚନା ଅନୁଯାୟୀ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସୁମୁଦାୟ ୩ ଲକ୍ଷ ୨୫ ହଜାର ୯୫୭ ଜଣଙ୍କର ଟେଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୭ହଜାର ୭୯୮ଜଣ । ସମୁଦାୟ ସୁସ୍ଥ ହୋଇଛନ୍ତି ୭ ହଜାର ୫୩୨ ଜଣ । ୧୫ ସୁଦ୍ଧା ଆକ୍ଟିଭ କେସ୍ ଅଛି ୨୪୧ ଥିବାବେଳେ ମୃତ୍ୟୁବରଣ କରିଛନ୍ତି ୨୫ ଜଣ । ତେବେ ନାଇଟ କର୍ଫ୍ୟୁ ସମୟରେ ଅମାନିଆଙ୍କ ବିରୋଧରେ କଠୋର ହେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।

   Related Posts