Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଲକଡାଉନରେ କ୍ରିକେଟରଙ୍କ ଫିଟନେସ୍ ଉପରେ ନଜର ରଖିଛି ବିସିିସିଆଇ, ଆପ୍ଲିକେସନ୍ କରୁଛି ଟ୍ରାକ୍

10/04/2020 at 11:05 AM

ମୁମ୍ବାଇ, ୧୦|୦୪:  ଭାରତୀୟ ଦଳର ଖେଳାଳିଙ୍କୁ ଫିଟ୍ ରଖିବା ପାଇଁ ବିସିସିଆଇ ଏକ ଖାସ୍ ଯୋଜନା ପ୍ରସ୍ତୁତ କରିଛି । ଟ୍ରେନର୍ ଲକଡାଉନ୍ ସମୟରେ ମଧ୍ୟ ଖେଳାଳିଙ୍କ ଫିଟନେସ୍ ଉପରେ ଧ୍ୟାନ ଦେଉଛନ୍ତି । ଖେଳାଳିଙ୍କୁ ଏହି ସମୟରେ ଫିଟନେସ୍ ଚାର୍ଟ୍ ପ୍ରଦାନ କରାଯାଇଛି । ଏହାସହ ଟ୍ରେନର୍ ନିକ୍ ବେବ୍ ଓ ଫିଜିଓ ନୀତିନ୍ ପଟେଲ୍ ଆଥଲେନସ୍ ମନଟରିଂ ସିଷ୍ଟମ ଜରିଆରେ ସମସ୍ତ କ୍ରିକେଟରଙ୍କ ଉପରେ କଡା ନଜର ରଖିଛନ୍ତି ।

ରିପୋର୍ଟ ଅନୁସାରେ, ନିକ୍ ଓ ନୀତିନ ଖେଳାଳିଙ୍ ସହ ପ୍ରତିଦିନ ଏଏମଏସ ଆପ୍ ଜରିଆରେ ନଜର ରଖିଛନ୍ତି । କଣ କରିବେ କଣ ଖାଇବେ ସେବାବଦରେ ପରାମର୍ଶ ଦିଆଯାଉଛି । ଖେଳାଳିମାନେ ଯେଉଁ ଡାଟା ଏହି ଆପରେ ଅପଲୋଡ କରୁଛନ୍ତି ତାକୁ ନିକ୍ ଚେକ୍ କରୁଛନ୍ତି । ଏହାସହ କଣ କଲେ ଅଧିକ ଫିଟ୍ ରହିହେବ ତାହା ମଧ୍ୟ କହୁଛନ୍ତି । ଜଣେ ପୂର୍ବତନ ଖେଳାଳି ଲକଡାଉନରେ ଖେଳାଳିମାନେ ନିଜ ଫିଟନେସକୁ ଧ୍ୟାନ ଦେବା କଥା ଭୁଲିବା ଉଚିତ୍ ନୁହେଁ ବୋଲି କହିଥିଲେ ।

ସୂତ୍ରାନୁସାରେ, ଖେଳାଳିମାନେ ପ୍ରଫେସନାଲ ଅଟନ୍ତି । ଦଳରେ ଯେଉଁ କଲଚର୍ ବିରାଟ କୋହଲି ସେଟ୍ କରିଛନ୍ତି ସେ ଅନୁସାରେ ଜଣେ ଖେଳାଳି ଦିନକୁ ଥରେ ନିଜଜ ମନ ପସନ୍ଦର ଖାଦ୍ୟ ଖାଇପାରିବେ । ଏଏମଏସ ଆପରେ କେତେ କ୍ୟାଲୋରୀ ଖାଉଛନ୍ତି ତାହା ମଧ୍ୟ ଜାଣିହେବ ।

   Related Posts