Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଭୁବନେଶ୍ବରରେ ଯୁବକଙ୍କ ଆତଙ୍କରାଜ: ହାତରେ କଟୁରି ଧରି ବୁଲୁଛି, ସ୍ଥାନୀୟ ଲୋକେ ଆତଙ୍କିତ

16/10/2020 at 11:57 AM

ଭୁବନେଶ୍ବର୧୬/୧୦: ଭୁବନେଶ୍ବର ଶାସ୍ତ୍ରୀନଗର ଅଞ୍ଚଳରେ ଯୁବକଙ୍କ ଆତଙ୍କରାଜ। ସକାଳୁ ସକାଳୁ କଟୁରି ଧରି ବୁଲୁଛି ଯୁବକ।ସ୍ଥାନୀୟ ଲୋକଙ୍କୁ ଗାଳି ଗୁଳଜ କରିବା ସହ ଧମକ ମଧ୍ୟ ଦେଉଛି। ଯୁବକଙ୍କର ଏଭଳି ପାଗଳାମି ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ଏହି ଯୁବକଙ୍କ ବିରୋଧରେ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ୍‌ରେ ଥିବା ଦୃଶ୍ୟରେ, ଯୁବକ ଜଣଙ୍କ ହାତରେ ଧାରୁଆ କଟୁରି ଧରିଛି। ରାଗରେ ଜଣଙ୍କୁ ଗାଳି ଗୁଲଜ କରୁଛି। ପରେ ବାଇକ୍‌ ଧରି ଚାଲି ଯାଉଛି। କଟୁରୀ ରଖିବା ପାଇଁ ସାଙ୍ଗରେ ମଧ୍ୟ ଏକ ବ୍ୟାଗ୍ ରଖିଛନ୍ତି। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ତଦନ୍ତ କରୁଛି।

   Related Posts