Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଭୁବନେଶ୍ୱରରେ ସପିଂ ମଲ୍‌ ସହ ଏହି ସ୍ଥାନରେ ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ନିର୍ଦେଶ ଦେଲା ବିଏମ୍‌ସି

16/10/2019 at 10:24 PM

ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ୱରରେ ବେଆଇନ ଭାବେ ଆଦାୟ କରାଯାଉଥିବା ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦେଶ ଜାରି କରାଯାଇଛି । ବିଭିନ୍ନ ସପିଂ ମଲ୍‌ ଓ ପ୍ରାଇଭେଟ୍‌ ହସପିଟାଲ୍‌ରେ ଏହି ବେଆଇନ ପାର୍କିଂ ଫି ଆଦାୟ କରାଯାଉଥିଲା ।
ସେହିପରି ସିଂଫୋନି ମଲ୍‌କୁ ବିନା ଟ୍ରେଡିଂ ଲାଇସେନ୍ସରେ ବ୍ୟବସାୟ କରୁଥିବାରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

ଭୁବନେଶ୍ବରରେ ବିଭିନ୍ନ ସପିଂ ମଲ୍, ମେଡ଼ିକାଲ , ମଲଟିପ୍ଲେକ୍ସ, କମର୍ସିଆଲ ବିଲଡିଂ ଓ  ରାସ୍ତା ଉପରୁ ହେଉଥିବା ପାର୍କିଂ ଫି ବେଆଇନ।  ଏହାକୁ ନେଇ ଲୋକେ ସବୁବେଳେ ଆପତ୍ତି କରୁଥିଲେ କିନ୍ତୁ କାନମୁଣ୍ଡା ଆଉଁସି  ପାର୍କିଂ ଫି ଦେଇଆସୁଥିଲେ। କିନ୍ତୁ ଆଜି ବିଡିଏ ସ୍ପଷ୍ଟ କରିଦେଇଛି ଯେ ବିଡିଏ ଅଞ୍ଚଳରେ ରାସ୍ତା କଡ଼ରୁ କିମ୍ବା ବିଭିନ୍ନ ସପିଂ ମଲରୁ ଆଦାୟ କରାଯାଉଥିବା ପାର୍କିଂ ଫି ବେଆଇନ।  ଏଭଳି ପାର୍କିଂ ଫି ଯେଉଁ ମାନେ ଆଦାୟ  କରୁଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

   Related Posts