ବନ୍ଧାହେଲେ ବିଲଡର ପ୍ରିୟବ୍ରତ ମିଶ୍ର, ଯୌତୁକ ନିର୍ଯାତନା ନେଇ ଆସିଥିଲା ଅଭିଯୋଗ

Published By : Prameya-News7 Bureau | July 08, 2021 IST

ଭୁବନେଶ୍ୱର ୮/୭ : ଗିରଫ ହେଲେ ବିଲଡର ପ୍ରିୟବ୍ରତ ମିଶ୍ର । ଯୌତୁକ ନିର୍ଯାତନା ଦେବା ଘଟଣାରେ ବିଲଡରଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ସେ ତାଙ୍କୁ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗ ଜଣେ ଏକାଧିକ ପତ୍ନୀ ଆଣିଛନ୍ତି । କେବଳ ଭୁବନେଶ୍ୱର କ୍ୟାପିଟାଲ ଥାନା ନୁହେଁ, ମହିଳା ଥାନା ଓ କେନ୍ଦ୍ରାପଡା ଥାନାରେ ମଧ୍ୟ ବିଲଡରଙ୍କ ନାଁରେ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.