ଭୁବନେଶ୍ୱର ଏକାମ୍ର ହଲ ପାଖ ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ପାଣିରେ ବୁଡି ରହିଛି ଗାଡି
21/07/2018 at 12:50 PM

ଲଗାଣ ବର୍ଷାରେ ଭୁବନେଶ୍ୱର ଏକାମ୍ର ହଲ ପାଖ ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟର ଗାଡି ଗୁଡିକ ବୁଡିଯାଇଛି | ଆପାର୍ଟମେଣ୍ଟବାସୀ ପ୍ରଶାସନର ସହାୟତା ଲୋଡ଼ିଥିଲେ ମଧ୍ୟ ପ୍ରଶାସନର କୌଣସି ସହାୟତା ମିଳିନଥିଲା | ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ |