ଟ୍ରକରୁ ବ୍ୟାଟେରୀ ଚୋରି କରୁଥିଲା ନାବାଳକ, ମାଷ୍ଟର ମାଇଣ୍ଡ ସହ ତିନି ଗିରଫ

Published By : Prameya-News7 Bureau | October 01, 2019 IST

 ବଡବିଲ -ବଡ଼ବିଲ ଥାନା ଅଂଚଳରେ ସକ୍ରିୟ ଥବା ଏକ ବ୍ୟାଟେରୀ ଚୋରି ର୍ୟାକେଟର ପର୍ଦ୍ଦାଫାଶ ହୋଇଛି । ସଂପୃକ୍ତ ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍ । ଏମାନଙ୍କ ନିକଟରୁ ୭ଟି ଚୋରି ବ୍ୟାଟେରୀ ଜବତ୍ କରାଯାଇଛି । ଗିରଫମାନଙ୍କ ଭିତରେ ବରକତ୍ ନଗରର ଏମଡି ସର୍ଫରାଜ୍ ଓ କିରିବୁରୁର ଶ୍ରୀନାଥ କାରୁଆ ସହ ଜଣେ ନାବାଳକ ଥବା ପୋଲିସ  ସୂଚନା ଦେଇଛି ।

ଏହି ଅଭିଯୁକ୍ତ ମାନେ ଅନେକ ଦିନ ହେବ ବିଭିନ୍ନ ଟ୍ରକରୁ ବ୍ୟାଟେରୀ ଚୋରି  କରିଆସୁଥିଲେ । ଏ ସଂକ୍ରାନ୍ତ ରେ ପୋଲିସ ଅଧତ୍କ ତଦ’ ଜାରି ରଖିଥତ୍ବା କହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.