Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଟ୍ରକରୁ ବ୍ୟାଟେରୀ ଚୋରି କରୁଥିଲା ନାବାଳକ, ମାଷ୍ଟର ମାଇଣ୍ଡ ସହ ତିନି ଗିରଫ

1/10/2019 at 10:57 PM

 ବଡବିଲ -ବଡ଼ବିଲ ଥାନା ଅଂଚଳରେ ସକ୍ରିୟ ଥବା ଏକ ବ୍ୟାଟେରୀ ଚୋରି ର୍ୟାକେଟର ପର୍ଦ୍ଦାଫାଶ ହୋଇଛି । ସଂପୃକ୍ତ ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍ । ଏମାନଙ୍କ ନିକଟରୁ ୭ଟି ଚୋରି ବ୍ୟାଟେରୀ ଜବତ୍ କରାଯାଇଛି । ଗିରଫମାନଙ୍କ ଭିତରେ ବରକତ୍ ନଗରର ଏମଡି ସର୍ଫରାଜ୍ ଓ କିରିବୁରୁର ଶ୍ରୀନାଥ କାରୁଆ ସହ ଜଣେ ନାବାଳକ ଥବା ପୋଲିସ  ସୂଚନା ଦେଇଛି ।

ଏହି ଅଭିଯୁକ୍ତ ମାନେ ଅନେକ ଦିନ ହେବ ବିଭିନ୍ନ ଟ୍ରକରୁ ବ୍ୟାଟେରୀ ଚୋରି  କରିଆସୁଥିଲେ । ଏ ସଂକ୍ରାନ୍ତ ରେ ପୋଲିସ ଅଧତ୍କ ତଦ’ ଜାରି ରଖିଥତ୍ବା କହିଛି । 

   Related Posts