Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଆପଣଙ୍କ ବାଥରୁମ୍ ଏବଂ ଟୟେଲେଟ ଏକାଠି ରହିଛି କି? ତେବେ ଭୋଗିବେ ଏହି ସବୁ ଅସୁବିଧା

14/11/2019 at 12:08 PM

ଆଜିକାଲି ଲୋକେ ବାଥରୁମ୍ ଏବଂ ଟୟେଲେଟ୍ ଏକାଠି ନିର୍ମାଣ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏଥିପାଇଁ ଆପଣଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ବାସ୍ତୁଶାସ୍ତ୍ର ଅନୁସାରେ ବାଥରୁମ୍ ଏବଂ ଟୟେଲେଟ୍ ଏକାଠି ହେବା ଅନୁଚିତ୍।

ବାସ୍ତୁଶାସ୍ତ୍ର ଅନୁସାରେ, ବାଥରୁମରେ ଚନ୍ଦ୍ର ଏବଂ ଟୟେଲେଟରେ ରାହୁଙ୍କର ବାସ ହୋଇଥାଏ ଏଥିପାଇଁ ଚନ୍ଦ୍ର ଏବଂ ରାହୁ ଯେତେବେଳେ ବି ଏକତ୍ର ହୋଇଥାଆନ୍ତି ସେତେବେଳେ ଗ୍ରହଣ ଯୋଗ ହୋଇଥାଏ। ଫଳରେ ଚନ୍ଦ୍ର ଦୂଷିତ ହୋଇଯାଇଥାଆନ୍ତି ଏବଂ ଚନ୍ଦ୍ରମା ଦୂଷିତ ହେବା ଯୋଗୁଁ ଅନେକ ପ୍ରକାରର ଦୋଷ ଉତ୍ପନ୍ନ ହୋଇଥାଏ।

ଏହା ବ୍ୟତୀତ ରାହୁ ଏବଂ ଚନ୍ଦ୍ରଙ୍କ ସଂଯୋଗ ହେବା ଯୋଗୁଁ ମନ ଏବଂ ମସ୍ତିଷ୍କ ବିଷାକ୍ତ ହୋଇଯାଏ। ଏହା ଦ୍ବାରା ଲୋକଙ୍କ ସହନଶୀଳତା ଲୋପ ପାଇଥାଏ ଏବଂ ମନରେ ପରସ୍ପର ପ୍ରତି ଦ୍ବେଷ ଭାବ ବଢ଼ିଯାଇଥାଏ।

   Related Posts