Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଟେକ୍ ଅଫ୍ ପରେ ଏୟାର ଇଣ୍ଡିଆ ବିମାନରେ ମିଳିଲା ବାଦୁଡି, ଅଧ ଘଣ୍ଟା ପରେ ଫେରି ଆସିଲା ଦିଲ୍ଲୀ ବିମାନବନ୍ଦର

29/05/2021 at 9:08 AM

ନୂଆଦିଲ୍ଲୀ ୨୯/୫ : ଏୟାର ଇଣ୍ଡିଆର ଏକ ବିମାନ (AI-105) ଶୁକ୍ରବାର ସକାଳେ ନୂଆଦିଲ୍ଲୀରୁ ଆମେରିକାର ନ୍ୟୁ ଜର୍ସିର ନ୍ୟୁୟର୍କ ବିମାନ ବନ୍ଦରକୁ ଉଡ଼ାଣ ଭରିଥିଲା । ମାତ୍ର ଉଡାଣର ଅଧ ଘଣ୍ଟା ପରେ ବିମାନଟି ଫେରି ଆସିଥିଲା । କାରଣ ଥିଲା କି, ବିମାନରୁ ମିଳିଥିଲା ଏକ ବାଦୁଡି । ବାଦୁଡି ଦେଖିବା ପରେ ପାଇଲଟ ପୁଣିଥରେ ଦିଲ୍ଲୀ ଏୟାର ବନ୍ଦରକୁ ବିମାନ ଫେରିଆଣିଥିଲା ।

ବିମାନଟି ଶୁକ୍ରବାର ସକାଳ ୨.୨୦ରେ ଉଡ଼ାଣ ଭରିଥିଲା । ତେବେ ଏୟାର ଇଣ୍ଡିଆର ମୁଖ୍ୟ ମୁଖପାତ୍ର କହିଛନ୍ତି ଯେ କମ୍ପାନୀ ଏ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ପ୍ରକାଶ କରି ନାହିଁ ।

   Related Posts