ଭିଜିଲାନ୍ସ ଜାଲରେ ବାରିପଦା ରଙ୍ଗାମାଟିଆ ସିଏଚ୍‌ସି ଫାର୍ମାସିଷ୍ଟ ସଞ୍ଜୀବ ପତି

Published By : Prameya-News7 Bureau | November 16, 2018 IST

ବାରିପଦା ୧୬|୧୧: ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଭିଜିଲାନ୍ସ ଟିମ୍ ର ଚଢାଉ । ଭିଜିଲାନ୍ସ ଜାଲରେ ପଡିଛନ୍ତି ବାରିପଦା ରଙ୍ଗାମାଟିଆ ସି.ଏଚ୍.ସିର ଫାର୍ମାସିଷ୍ଟ ସଞ୍ଜୀବ ପତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହେଉଛି । ବାଲେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି । ବାରିପଦା ତୁଳସୀଚଉରା ସ୍ଥିତ ବାସଭବନରେ ଏବଂ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.