ଭିଜିଲାନ୍ସ ଜାଲରେ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ

Published By : Prameya-News7 Bureau | December 19, 2019 IST

ବାରିପଦା ୧୯।୧୨: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।

{"id":199595,"sizeSlug":"large"}

ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ବାରିପଦା ସ୍ଥିତ ଭଡାଘର, ନୟାଗଡ଼ ସ୍ଥିତ ନିଜ ଘର, ବାରିପଦା ଆଇଟିଡିଏ କାର୍ଯ୍ୟାଳୟ ଓ ଭୁବନେଶ୍ବର ସ୍ଥିତ ବାସଭବନରେ ରେଡ୍ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.