Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଟିଏ ରାତିରେ ୨ଟି ଘରୁ ଲୁଟ୍, ନେଇଗଲେ ୬ ଭରି ସୁନା ଓ ଲକ୍ଷାଧିକ ଟଙ୍କା
  • ||
  • ଉଦ୍ଧାର ହେଲା ବିରାଟ ହରିଣ, ଓଜନ ୧ କ୍ୱିଣ୍ଟାଲ, ପେଟରେ ଗଭୀର କ୍ଷତ
  • ||
  • ସୁବର୍ଣ୍ଣପୁର : ରାସ୍ତା କଡରେ ପଡି କାନ୍ଦୁଥିଲା ନବଜାତ ଶିଶୁ, ଉଦ୍ଧାର କଲେ ଦମ୍ପତ୍ତି
  • ||
  • ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ, SCBରେ ହାଇରଦରକୁ ଭେଟିଥିଲା ୟାକୁବ
  • ||
  • ଚମକ ହରାଉଛି ସୁନା : ପୁଣି କମିଲା ଦାମ୍, ୧୦ ହଜାର ଟଙ୍କା ହେଲାଣି ଶସ୍ତା
  • ||
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବରଗଡ଼ ତେଲ ମିଲରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

29/06/2019 at 6:43 PM

ବରଗଡ଼ ୨୯/୬ : ବରଗଡ଼ ଜିଲ୍ଲା ନାଗେନପାଲି ସ୍ଥିତ ଶ୍ରୀକୃଷ୍ଣା ସଲଭେଣ୍ଟ ଅଏଲ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଲକ୍ଷ୍ୟାଧିକ ଟଙ୍କାର ୱାକ୍ସ, ଧାନକୁଣ୍ଡା, ବ୍ରାନ, ବସ୍ତା ଓ ତେଲ ପୋଡି ନଷ୍ଟ ହୋଇଯାଇଛି । ଅଳ୍ପକେ ବର୍ତି ଯାଇଛନ୍ତି ୩୦ ରୁ ଉର୍ଦ୍ଧ୍ୱ ଶ୍ରମିକ । ତେବେ ନିଆଁ କେଉଁ କାରଣରୁ ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ  ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

   Related Posts