ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ;୧୫ ଆହତ, ୫ ଗୁରୁତର

Published By : Prameya-News7 Bureau | May 12, 2018 IST

। ବେତନଟୀ ବୈଶିଙ୍ଗା ଥାନା ଶିଳପୁରିଆ ଠାରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ । ସମସ୍ତ ଆହତଙ୍କୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତ କରାଯାଇଥିବାବେଳେ ୫ ଗୁରୁତରଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ବରଯାତ୍ରୀ ଗାଡି ବଡସାହିରୁ ଶିଳପୁରିଆ ଫେରୁଥିବାବେଳେ ଦୁର୍ଘଟଣା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.