Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଟିକାଦାନ କେନ୍ଦ୍ର ହେବନି ତ କୋଭିଡ୍ ହଟସ୍ପଟ୍ ? ଲୋକେ ମାନୁ ନାହାଁନ୍ତି ନିୟମ

25/05/2021 at 10:51 AM

ବାରଙ୍ଗ, ୨୫ ।୫  ଟିକାକରଣ କେନ୍ଦ୍ରରେ କୋଭିଡ୍ ନିୟମକୁ ଫୁ । ଲୋକେ ମାନିଲେନି କୋଭିଡ୍ କଟକଣା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାରଙ୍ଗ ଥାନା ଅଧିନସ୍ଥ  ଶ୍ରୀଶ୍ରୀ ୟୁନିଭରସିଟି ରେ ଆୟୋଜିତ ସ୍ବତନ୍ତ୍ର ଟିକା ଦାନ କେନ୍ଦ୍ରରେ

ଏଠାରେ ମଙ୍ଗଳବାର ସକାଳେ ସ୍ବତନ୍ତ୍ର ଭାବେ ଏକ ଟିକା ଦାନ କେନ୍ଦ୍ରର ଆୟୋଜନ ହୋଇଥିଲା ।  ଲୋକଙ୍କୁ  ଟିକା ଦେବାର ବ୍ୟବସ୍ଥା ହୋଇଥିଲା । କୋଭିଡ ନିୟମ ପାଳନ ପାଇଁ ସମସ୍ତ ବ୍ୟବସ୍ତା ମଧ୍ୟ କରାଯାଇଥିଲା । ହେଲେ ଟିକା ଦାନ ସମୟରେ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଉଲଂଘନ କରାଯାଉ ଥିଲେ ମଧ ଏହାକୁ ତଦାରଖ କରିବା ପାଇଁ କେହି ନଥିଲେ ।

ଫଳରେ ଭିଡ ଏତେ ବଢି ଯାଇଥିଲା ଯେ କରୋନା ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଛି । ଘଟଣାସ୍ଥଳରେ ପୋଲସ ଉପସ୍ଥିତ ନ ଥିବା ଯୋଗୁଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

   Related Posts