Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭିଜିଲାନ୍ସ ଜାଲରେ ଦମ୍ପତି : ସମବାୟ ସମିତି ସଭାପତି ଏବଂ ସରପଞ୍ଚଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ରେଡ୍

1/08/2019 at 8:48 AM

ବାସୁଦେବପୁର ୧|୮: ଭିଜିଲାନ୍ସ ଜାଲରେ କ୍ଷମତାଶାଳୀ ଦମ୍ପତି । ସ୍ବାମୀ ସମବାୟ ସମିତି ସଭାପତି ଓ ସ୍ତ୍ରୀ ସରପଞ୍ଚ ଅଛନ୍ତି । ସ୍ବାମୀ ନଗେନ୍ଦ୍ର ବିଶ୍ବାଳ  ଭଦ୍ରକ ଜିଲ୍ଲା ବରଣ୍ଡୁଆ ସମବାୟ ସମିତି ସଭାପତି ଥିବା ବେଳେ ତାଙ୍କ ପତ୍ନୀ ବସନ୍ତି ମଞ୍ଜରୀ ବିଶ୍ବାଳ ବରଣ୍ଡୁଆ ପଞ୍ଚାୟତର ସରପଞ୍ଚ ଅଛନ୍ତି ।

ବରଣ୍ଡୁଆ ବାସଭବନ , ବାସୁଦେବପୁର ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ  କରୁଛି ଭିଜିଲାନ୍ସ ଟିମ୍  । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି ।

ବରଣ୍ଡୁଆ ଗାଁ ବାସଭବନ, ପେଟ୍ରୋଲ ପମ୍ପ, ବେତଡା ବଜାରର ବାସଭବନ,ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ପୁତୁରା ବାସଭବନ, ବାସୁଦେବପୁର ସ୍ଥିତ ଶାଳକଙ୍କ ବାସଭବନ, ଛତୁଆ ଫ୍ୟାକ୍ଟ୍ରି, ବରଣ୍ଡୁଆ ପଂଚାୟତର କାର୍ଯ୍ୟାଳୟ, ରାଇସ ମିଲ, ବରଣ୍ଡୁଆ ସମବାୟ ସମିତି କାର୍ଯ୍ୟାଳୟ , ବେତଡା ସ୍ଥିତ ହିରୋ ସୋ ରୁମରେ ଚଢାଉ ଜାରି ରହିଛି ।

   Related Posts