ଇଡିରେ ହାଜର ହେଲେ ଆଶୀର୍ବାଦ ବେହରାଙ୍କ ଜ୍ୱାଇଁ ସଞ୍ଜିତ୍ ସାମଲ
21/06/2018 at 7:23 AM

ଭୁବନେଶ୍ୱର ପ୍ରବର୍ତ୍ତନ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଆଶୀର୍ବାଦ ବେହରାଙ୍କ ଜ୍ୱାଇଁ ସଂଜିତ ସାମଲ |
ବାରବାଟୀ ଜମି ଦୁର୍ନୀତି ମାମଲାରେ ପୂର୍ବତନ ଓସିଏ ସଂପାଦକ ଆର୍ଶିବାଦ ବେହେରାଙ୍କ ଜ୍ବାଇଁ ସଂଜିତ ସାମଲଙ୍କୁ ନୋଟିସ ଜାରି କରିଥିଲା ଇଡି | ପୂର୍ବରୁ ୨ ଥର ଇଡିରେ ହାଜର ହୋଇଥିଲେ ସଞ୍ଜିତ୍ |
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021