Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆଉ ୫ ଦିନ ବଢିଲା ବାପୁଜୀନଗର ଓ ୟୁନିଟ-୪ ଆମିଷ ମାର୍କେଟ୍ ବନ୍ଦ ଅବଧି, ଲୋକେ ମାନିନଥିଲେ କୋଭିଡ୍ କଟକଣା

27/06/2021 at 8:59 AM

ଭୁବନେଶ୍ୱର,୨୭/୦୬: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବାପୁଜୀନଗର ଏବଂ ୟୁନିଟ୍‌-୪ ଆମିଷ ମାର୍କେଟ ବନ୍ଦ ଅବଧିକୁ ଜୁଲାଇ ୧ ଯାଏ ବଢ଼ାଇ ଦିଆଯାଇଛି । ଏନେଇ ବିଏମ୍‌ସି ପକ୍ଷରୁ ନୋଟିସ ଜାରି କରାଯାଇଛି । ପୂର୍ବରୁ ଜୁନ୍‌ ୨୫ ପର୍ଯ୍ୟନ୍ତ ବନ୍ଦ ଘୋଷଣା ହୋଇଥିଲା ।

ସୂଚନା ଅନୁସାରେ ରଜ ପରେ ରାଜ୍ୟ ସରକାର ଲକ୍‌ ଡାଉନ୍‌ କୋହଳ କରିଥିଲେ । ଫଳରେ ବାପୁଜୀନଗର ଏବଂ ୟୁନିଟ୍‌-୪ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଲୋକମାନେ ସାମାଜିକ ଦୂରତା ଭୁଲି ଭିଡ଼ ଜମାଇଥିଲେ । ଏପରି କି କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରାଯାଉଥିଲା । ବିଏମ୍‌ସି ଏବଂ ପୁଲିସ ଚଢଉ କରି ୨୫ ତାରିଖ ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସ୍ଥିତି ବିଗିଡୁଥିବାରୁ ପୁଣି ୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି ।

   Related Posts