ବରଗଛ ପଡ଼ି ୪ଜଣ ଆହତ, ଜଣେ ଗୁରୁତର

Published By : Prameya-News7 Bureau | August 06, 2018 IST

ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଲଠାରେ ଏକ ଶିବ ମନ୍ଦିର ନିକଟରେ ବରଗଛ ପଡି ୪ ଜଣ ଆହତ ଏବଂ ଜଣେ ଗୁରୁତର ହୋଇଛନ୍ତି।ମନ୍ଦିର ଦର୍ଶନ କରିବାକୁ ଆସି ଥିବା ବେଳେ ଏହି ଅଘଟଣ ଘଟିଛି।ଆହତ ମାନଙ୍କୁ ବିରମହାରାଜପୁର ଡ଼ାକ୍ତର ଖାନା ରେ ଭର୍ତି କରା ଯାଇ ଥିବା ବେଳେ ଗୁରୁତର ମୀନାକ୍ଷୀ ପ୍ରଧାନ ଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମହିଳା ପଥରଘାଟ ର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.