Sunday, January 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରଗଛ ପଡ଼ି ୪ଜଣ ଆହତ, ଜଣେ ଗୁରୁତର

ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଲଠାରେ ଏକ ଶିବ ମନ୍ଦିର ନିକଟରେ ବରଗଛ ପଡି ୪ ଜଣ ଆହତ ଏବଂ ଜଣେ ଗୁରୁତର ହୋଇଛନ୍ତି।ମନ୍ଦିର ଦର୍ଶନ କରିବାକୁ ଆସି ଥିବା ବେଳେ ଏହି ଅଘଟଣ ଘଟିଛି।ଆହତ ମାନଙ୍କୁ ବିରମହାରାଜପୁର ଡ଼ାକ୍ତର ଖାନା ରେ ଭର୍ତି କରା ଯାଇ ଥିବା ବେଳେ ଗୁରୁତର ମୀନାକ୍ଷୀ ପ୍ରଧାନ ଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମହିଳା ପଥରଘାଟ ର ବୋଲି ଜଣାପଡିଛି ।

325 Views

   You May Also Like