Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ଦ୍ୱିତୀୟ ଦିନରେ ବ୍ୟାଙ୍କ ଧର୍ମଘଟ

31/05/2018 at 5:18 AM

ଗତକାଲିଠାରୁ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ରହିଛି । ୨ ପ୍ରତିଶତ ଦରମା ବୃଦ୍ଧି ପ୍ରତିବାଦରେ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟର ବିଭିନ୍ନ ସହର ବଲାଙ୍ଗୀର ,ବ୍ରହ୍ମପୁର,ବାଲେଶ୍ବର,ରାଉରକେଲା ,ସମ୍ବଲପୁର ଭଳି ପ୍ରମୁଖ ସହରରେ ରାଷ୍ଟ୍ରାୟତ ବ୍ୟାଙ୍କ ଧର୍ମଘଟ ଯୋଗୁ ଗ୍ରାହକ ସେବା ଗୁରୁତର ପ୍ରଭାବିତ ହୋଇଛି । ରାଜ୍ୟରେ ୫ ହଜାରରୁ ଅଧିକ ବ୍ୟାଙ୍କ ଶାଖାରେ ବନ୍ଦ ରହିବା ଯେ।ଗୁଁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେ।ଇଛି । ଗତକାଲି ପ୍ରାୟ ଏକ ହଜାର କେ।ଟି ଟଙ୍କାର କାରବାର ଠପ୍ ହେ।ଇଯାଇଛି । ଆଜି ମଧ୍ୟ ବିଭିନ୍ନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ବନ୍ଦ ଯେ।ଗୁଁ ଏଟିଏମରୁ ଟଙ୍କା ଉଠାଣ ପ୍ରଭାବିତ ହେ।ଇଛି । କମ ହାର ବେତନ ବୃଦ୍ଧିକୁ ବିରେ।ଧ କରି ବ୍ୟାଙ୍କ ଧର୍ମଘଟ ଡାକରା ଦେଇଥିଲା ୟୁନାଇଟେଡ୍ ଫେ।ରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ।

Leave a Reply

   Related Posts