Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଜି ପୁଣି ବ୍ୟାଙ୍କ୍ ବନ୍ଦ ; ବ୍ୟାଙ୍କ୍ କର୍ମଚାରୀ ସଂଘ ମିଳିତ ମଞ୍ଚର ଦେଶବ୍ୟାପୀ ଧର୍ମଘଟ

26/12/2018 at 9:58 AM

ଭୁବନେଶ୍ବର ୨୬|୧୨: ଆଜି ବି ପୁଣି ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ୍ ଅଫ୍ ବରୋଦା ସହ ଦେନା ବ୍ୟାଙ୍କ୍ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ୍ କର୍ମଚାର ସଂଘର ମିଳିତ ମଞ୍ଚ ପକ୍ଷରୁ ଦିନିକିଆ  ଦେଶବ୍ୟାପୀ ବ୍ୟାଙ୍କ୍ ଧର୍ମଘଟ ଧାରଣା ଦିଆଯାଇଛି । ଧର୍ମଘଟରେ ୨୨ଟି ସରକାରୀ ବ୍ୟାଙ୍କ୍ ସମେତ ୧୨ଟି ଘରୋଇ ବ୍ୟାଙ୍କ୍ ମଧ୍ୟ ସାମିଲ ହେବେ ।  ତେବେ ଏଚଡିଏଫସି, ଆଇସିଆଇସିଆଇ, ଏକ୍ସିସ ବ୍ୟାଙ୍କ୍ ଭଳି କେତୋଟି ଘରୋଇ  ବ୍ୟାଙ୍କ୍ ଧର୍ମଘଟରେ ସାମିଲ  ହେବେ ନାହିଁ  । ୨୧ତାରିଖରେ ମଧ୍ୟ ଆଇଇବିଓସି ଆହ୍ବାନରେ ଦେଶବ୍ୟାପୀ ଧର୍ମଘଟ ହୋଇଥିଲା  ।

   Related Posts