ବ୍ୟାଙ୍କ ଧର୍ମଘଟ : Bigstory Followup

Published By : Prameya-News7 Bureau | May 31, 2018 IST

ଦ୍ବିତୀୟ ଦିନରେ ବ୍ୟାଙ୍କ ଧର୍ମଘଟ । ଗତକାଲିଠାରୁ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ରହିଛି । ୨ ପ୍ରତିଶତ ଦରମା ବୃଦ୍ଧି ପ୍ରତିବାଦରେ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟର ବିଭିନ୍ନ ସହର ବଲାଙ୍ଗୀର ,ବ୍ରହ୍ମପୁର,ବାଲେଶ୍ବର,ରାଉରକେଲା ,ସମ୍ବଲପୁର ଭଳି ପ୍ରମୁଖ ସହରରେ ରାଷ୍ଟ୍ରାୟତ ବ୍ୟାଙ୍କ ଧର୍ମଘଟ ଯୋଗୁ ଗ୍ରାହକ ସେବା ଗୁରୁତର ପ୍ରଭାବିତ ହୋଇଛି । ରାଜ୍ୟରେ ୫ ହଜାରରୁ ଅଧିକ ବ୍ୟାଙ୍କ ଶାଖାରେ ବନ୍ଦ ରହିବା ଯେ।ଗୁଁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେ।ଇଛି । ଗତକାଲି ପ୍ରାୟ ଏକ ହଜାର କେ।ଟି ଟଙ୍କାର କାରବାର ଠପ୍ ହେ।ଇଯାଇଛି । ଆଜି ମଧ୍ୟ ବିଭିନ୍ନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ବନ୍ଦ ଯେ।ଗୁଁ ଏଟିଏମରୁ ଟଙ୍କା ଉଠାଣ ପ୍ରଭାବିତ ହେ।ଇଛି । କମ ହାର ବେତନ ବୃଦ୍ଧିକୁ ବିରେ।ଧ କରି ବ୍ୟାଙ୍କ ଧର୍ମଘଟ ଡାକରା ଦେଇଥିଲା ୟୁନାଇଟେଡ୍ ଫେ।ରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.