Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଧରାପଡ଼ିଲା ବ୍ୟାଙ୍କ୍ ଚୋର, ସିସିଟିଭି ଫୁଟେଜ୍ ଆଧାରରେ ବାନ୍ଧିଲା ପୋଲିସ, ଦେଖନ୍ତୁ ଭିଡିଓ

3/08/2021 at 6:19 PM

କରଞ୍ଜିଆ ୦୩।୦୮: ଧରାପଡ଼ିଲା ବ୍ୟାଙ୍କ ଚୋର। ସିସିଟିଭି ଫୁଟେଜକୁ ଆଧାର କରି ବାନ୍ଧିଲା ଯଶୀପୁର ପୋଲିସ । ଗତ ଶନିବାର ବିଳମ୍ବିତ ରାତିରେ ଏସବିଆଇ ଯଶୀପୁର ଶାଖାରୁ ଚୋରି ଉଦ୍ୟମ କରି ଫେଲ ମାରିଥିଲା ଚୋର। ହେଲେ କିଛିଦିନ ପୂର୍ବରୁ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଯଶୀପୁର ଶାଖାରେ ଚୋରି କରି ପୁଣି ବିଫଳ ହୋଇଥିଲା। ଏହା ପରେ ଯଶୀପୁର ଉପ ଡାକଘରୁ ୧ ଲକ୍ଷ ୪୬ ହଜାର ଟଙ୍କା ଚୋରି କରିବାରେ ସଫଳ ହୋଇଥିଲା। ଏହି ଘଟଣାରେ ସେ ଧରାପଡି ନଥିଲା। ଅଭିଯୁକ୍ତ ଚୋର ହେଉଛି ଯଶୀପୁର ପୁରୁଣା ବଜାରର ଏମ.ଡି.ରାଜା । ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

   Related Posts