Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପୋଡିଗଲା ଜେନେରେଟର, ବର୍ତ୍ତିଗଲେ ବ୍ୟାଙ୍କ କର୍ମଚାରୀ

7/05/2021 at 1:51 PM

ଅନୁଗୋଳ, ୦୭।୦୫:  ଆକ୍ସିସ ବ୍ୟାଙ୍କ  ଡିଜିରେ ଲାଗିଲା ନିଆଁ। ବଡ଼ ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଲେ ବ୍ୟାଙ୍କ କର୍ମଚାରୀ।ଏପରି ଏକ ଅଭାବନୀୟ ଘଟଣା ଘଟିଛି ତାଲଚେର ଆକ୍ସିସ ବ୍ୟାଙ୍କରେ ।

ସୂଚନାନୁସାରେ, ତାଲଚେର ଆକ୍ସିସ ବ୍ୟାଙ୍କର ଡିଜି ବା ଜେନେରେଟରରେ ନିଆଁ ଲାଗିଥିଲା। ପ୍ରବଳ ଧୂଆଁ ବାହାରିବା ସହ ଭୟରେ ବାହାରକୁ ସବୁ ଷ୍ଟାଫ ପଳାଇ ଆସିଥିଲେ। ପାଖରେ ଅନ୍ୟ ଏକ ଟ୍ରେନିଂ ସେଣ୍ଟର ଅଛି। ପାଖରେ ବ୍ୟାଙ୍କ ଅଫ ବରୋଦା ରହିଥିଲା। ଧୂଆଁରେ ଭିତରକୁ କେହି ଯାଇ ପାରି ନ ଥିଲେ।

ତୁରନ୍ତ ତାଳଚେର ଦମକଳ ବାହିନୀ କୁ ଖବର ଦେଇଥିଲେ। ଦମକଳ ଆସିଲା ପରେ ନିଆଁ ଲିଭା ହୋଇଛି। ଲକ୍ଷାଧିକ ଟଙ୍କାର ଏହି ଡିଜି ଟି ପୋଡିବା ସହ ଅନ୍ୟାନ୍ୟ କିଛି ସାମଗ୍ରୀ ପୋଡି ଯାଇଛି। ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି।

   Related Posts