ବ୍ୟାଙ୍କ ଖୋଲୁ ଖୋଲୁ ଲୁଟ ; ବନ୍ଧୁକ ଦେଖାଇ ୫୦ ଲକ୍ଷ ଲୁଟ

Published By : Prameya-News7 Bureau | June 19, 2018 IST

ରାଉରକେଲା ମଧୁସୂଦନ ଛକ ନିକଟସ୍ଥ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ବନ୍ଧୁକ ଦେଖାଇ ଲୁଟି ନେଲେ ୫୦ ଲକ୍ଷ ଟଙ୍କା ୭ ରୁ ୮ ଜଣ ଦୁର୍ବୃତ୍ତ ବନ୍ଧୁକ ଧରି ଆସି ଟଙ୍କା ଲୁଟି ନେଇଛନ୍ତି ଘଟଣାସ୍ଥଳରେ ପୋଲିସର ଛାନଭିନ ଜାରି ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.