Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ରଣବୀରଙ୍କ ସହ ଶୁଟିଂ କରି ଇମୋସନାଲ୍‌ ହେଲେ ଏହି ଅଭିନେତ୍ରୀ…କହିଲେ ‘ସୁହାନା ସଫର’ ଆରମ୍ଭ

1/02/2020 at 4:20 PM

ମୁମ୍ବାଇ୧|୨: ବଲିଉଡ ଅଭିନେତା ରଣବୀର କପୁରଙ୍କ ପାଇଁ ଝିଅମାନେ ପାଗଳ ଥାନ୍ତି। ଆଲିୟାଙ୍କ ସହ ରିଲେସନଶିପ୍‌ ବ୍ୟତୀତ ସବୁଠୁ ଅଧିକ ଫ୍ୟାନ୍‌ ଫଲିୋଂ ପାଇଁ ମଧ୍ୟ ରଣବୀର ଚର୍ଚ୍ଚାରେ ରୁହନ୍ତି। ନିକଟରେ ଜଣେ ବଲିଉଡ ଅଭିନେତ୍ରୀ ରଣବୀରଙ୍କ ପାଇଁ ସୋସିଆଲ ମିଡିଆରେ ଇମୋସନାଲ୍‌ ପୋଷ୍ଟ କରିଛନ୍ତି।  

ବ୍ରହ୍ମାସ୍ତ୍ର ଫିଲ୍ମ ବ୍ୟତୀତ ରଣବୀର ନିଜ ଅପକମିଂ ଫିଲ୍ମ ଶମଶେରା ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ରଣବୀର ବାଣୀ କପୁରଙ୍କ ସହ ଅଭିନୟ କିରିବେ। ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। ଫିଲ୍ମଟି ଏକ ପିରିଅଡ୍‌ ଡ୍ରାମା କାହାଣୀ ଉପରେ ଆଧାରିତ। ଫିଲ୍ମରେ ରଣବୀର ବାଣୀ କପୁରଙ୍କ ସହ ଡବଲ୍‌ ରୋଲ କରିବେ। ସିନେମାରେ ଖଳନାୟକ ଭୂମିକାରେ ସଞ୍ଜୟ ଦତ୍ତ ନଜର ଆସିବେ।

ତେବେ ରଣବୀରଙ୍କ ସହ ଫିଲ୍ମରେ ଅଭିନୟ କରିବା ନେଇ ବାଣୀ ନିଜ ଖୁସି ପ୍ରକାଶ କରିଛନ୍ତି। ଏହା ସହ ଏକ ଇମୋସନାଲ୍‌ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଫିଲ୍ମ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଏହି ଫିଲ୍ମ ଅଫର ପାଇଁ ସେ ବହୁତ ଖୁସି ଥିଲେ। କାରଣ ରଣବୀରଙ୍କ ସହ କାମ କରିବାକୁ ସେ ବହୁତ ଉତ୍ସୁକ ଥିଲେ। ଏହି ଯୋଡିକୁ ପ୍ରଥମଥର ପାଇଁ ପରଦାରେ ଦେଖିବାକୁ ମିଳିବ। ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଦର୍ଶକ ଅଛନ୍ତି।

   Related Posts