ବାଙ୍ଗଲାଦେଶର ସବୁଠୁ ହଟ୍‌ ଅଭିନେତ୍ରୀ ଅକୋଲଙ୍କ ଫଟୋ କାହିଁକି ହୋଇଥାଏ ଭାଇରାଲ, ଜାଣନ୍ତୁ

Published By : Prameya-News7 Bureau | April 04, 2019 IST

wp:heading {"level":5}
ସାଧାରଣତଃ ସିନେମା ଜଗତର ଅଭିନେତ୍ରୀମାନେ ବହୁତ ସୁନ୍ଦର ଥାନ୍ତି। ତେବେ ଜାଣନ୍ତୁ ଏମିତି ଏକ ବାଙ୍ଗଲାଦେଶୀ ଅଭିନେତ୍ରୀଙ୍କ ବିଷୟରେ ଯିଏ ଖୁବ୍‌ ସୁନ୍ଦର ଓ ହଟ୍‌।
/wp:heading {"id":100131}
wp:heading {"level":5}
ଏହି ବାଙ୍ଗଲାଦେଶୀ ମଡେଲ ୨୦୧୧ ମସିହାରେ ଧାଲିଉଡ ସିନେମା ଜଗତରେ ପାଦ ଦେଇଥିଲେ। “ଭୁଲ” ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ ଅଭିନୟ କରି ସେ ସିନେମା ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ।
/wp:heading {"id":100126}
wp:heading {"level":5}
ଏହି ଅଭିନେତ୍ରୀ ଅକୋଲ ଅଖେ ନାଁରେ ପରିଚିତ। ଅକୋଲଙ୍କ ପୁରା ନାଁ ନଫିସା ଜହାନ ଅକୋଲ ଅଖେ। ଅନେକ ରୋମାଣ୍ଟିକ ଫିଲ୍ମରେ ଅଭିନୟ କରି ସେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି।
/wp:heading {"id":100127}
wp:heading {"level":5}
ଢାକାରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ କରିଛନ୍ତି ଅକୋଲ।  ଅଧିକାଂଶ ସମୟରେ ଅକୋଲଙ୍କ ହଟ୍‌ନେସ ପାଇଁ ତାଙ୍କ ଫଟୋ ଭାଇରାଲ ହୋଇଥାଏ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.