Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବାଙ୍ଗଲାଦେଶର ସବୁଠୁ ହଟ୍‌ ଅଭିନେତ୍ରୀ ଅକୋଲଙ୍କ ଫଟୋ କାହିଁକି ହୋଇଥାଏ ଭାଇରାଲ, ଜାଣନ୍ତୁ

4/04/2019 at 4:21 PM

ସାଧାରଣତଃ ସିନେମା ଜଗତର ଅଭିନେତ୍ରୀମାନେ ବହୁତ ସୁନ୍ଦର ଥାନ୍ତି। ତେବେ ଜାଣନ୍ତୁ ଏମିତି ଏକ ବାଙ୍ଗଲାଦେଶୀ ଅଭିନେତ୍ରୀଙ୍କ ବିଷୟରେ ଯିଏ ଖୁବ୍‌ ସୁନ୍ଦର ଓ ହଟ୍‌।
ଏହି ବାଙ୍ଗଲାଦେଶୀ ମଡେଲ ୨୦୧୧ ମସିହାରେ ଧାଲିଉଡ ସିନେମା ଜଗତରେ ପାଦ ଦେଇଥିଲେ। “ଭୁଲ” ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ ଅଭିନୟ କରି ସେ ସିନେମା ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ।
ଏହି ଅଭିନେତ୍ରୀ ଅକୋଲ ଅଖେ ନାଁରେ ପରିଚିତ। ଅକୋଲଙ୍କ ପୁରା ନାଁ ନଫିସା ଜହାନ ଅକୋଲ ଅଖେ। ଅନେକ ରୋମାଣ୍ଟିକ ଫିଲ୍ମରେ ଅଭିନୟ କରି ସେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି।
ଢାକାରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ କରିଛନ୍ତି ଅକୋଲ।  ଅଧିକାଂଶ ସମୟରେ ଅକୋଲଙ୍କ ହଟ୍‌ନେସ ପାଇଁ ତାଙ୍କ ଫଟୋ ଭାଇରାଲ ହୋଇଥାଏ।

 

   Related Posts