Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମା ଦୁର୍ଗାଙ୍କ ପରମ ଭକ୍ତ ଏହି ବାଂଲାଦେଶୀ ଖେଳାଳି

18/06/2019 at 7:48 PM

ସୋମବାର ଦିନ ଖେଳାଯାଇଥିବା ମ୍ୟାଚ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଥିଲା ବାଂଲାଦେଶ । ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ବାଂଲାଦେଶ ଟିମ ୱେଷ୍ଟଇଣ୍ଡିଜ ଟିମକୁ ପରାସ୍ତ କରିଛି । ଏହି ବିଜୟର ଶ୍ରେୟ ଦୁଇଜଣଙ୍କ ଦିଆଯାଇଛି । ସେମାନେ ହେଲେ ପୂର୍ବତନ ଅଧିନାୟକ ସାକିବ ଅଲ ହସନ ଓ ଲିଟନ ଦାସ । ସାକିବ ହସନ ଶତକ କରିଥିଲେ । ଲିଟନ ଦାସ ଧୂଆଁଧାର ବ୍ୟାଟିଂ କରିଥିଲେ । 

ସାକିବ ୯୯ ବଲରେ ୧୨୪ ରନ କରିଥିବାବେଳେ ଲିଟନ ଦାସ ୬୯ ବଲରେ ୯୪ ରନ କରିଥିଲେ । ଏଥିରେ ୮ଟି ଚୌକା ଏବଂ ୬ଟି ଛକ୍କା ସାମିଲ ଅଛି । ତେବେ ବହୁତ କାମ ଲୋକ ଜାଣିଛନ୍ତି ଯେ, ବାଂଲାଦେଶୀ ଖେଳାଳି ଲିଟନ ଦାସ ମା ଦୁର୍ଗାଙ୍କ ପରମ ଭକ୍ତ । ଲିଟନ ଦାସ ପ୍ରତିବର୍ଷ ଧୂମଧାମରେ ମା ଦୁର୍ଗାଙ୍କ ପୂଜା କରିଥାନ୍ତି । କିନ୍ତୁ ମା ଦୁର୍ଗାଙ୍କ ପ୍ରତି ତାଙ୍କର ଏହି ଭକ୍ତିକୁ ବାଂଲାଦେଶ ଲୋକ ପସନ୍ଦ କରନ୍ତିନାହିଁ ।

ଏ ସମ୍ପର୍କରେ ଲିଟନ ଦାସ କୁହନ୍ତି ଯେ, ସେ ଜଣେ ବାଂଲାଦେଶୀ ହେଲେ ମଧ୍ୟ ମା ଦୁର୍ଗାଙ୍କୁ ଭକ୍ତି କରନ୍ତି ଏବଂ ଧର୍ମ କେବେ ହେଲେ ମଣିଷକୁ ଭାଗ କରିପାରିବ ନାହିଁ ।

   Related Posts