Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଭୁବନେଶ୍ୱରରେ ବାଲାଂଦେଶୀ ସେକ୍ସ ରାକେଟ୍‌ ଘଟଣା – ରିମାଣ୍ଡରେ ଆସିବେ ବାଂଲା ଦିଦି ଓ ତାଙ୍କ ସୋହର

23/01/2020 at 11:44 AM

ଭୁବନେଶ୍ୱର ୨୩/୦୧- ରାଜଧାନୀ ଭୁବନେଶ୍ୱରରେ ନକଲି ପରିଚୟ ପତ୍ର ତିଆରି ବାଂଲାଦେଶରୁ ଯୁବତୀଙ୍କୁ ଆଣି ସେକ୍ସ ରାକେଟ୍‌ ଚଳାଇବା ଘଟଣା । ଏହା ମୁଖ୍ୟ ଅଭିଯୁକ୍ତା ରୁକ୍‌ସାର ବେଗମ୍‌ ଓରଫ ଅଞ୍ଜଳ ଦିଦି ତାଙ୍କ ସୋହର ବା ସ୍ୱାମୀ ଇବ୍ରାହିମକୁ କମିଶନରେଟ୍‌ ପୁଲିସ ରିମାଣ୍ଡରେ ଆଣିବ । ସୁନ୍ଦରୀ ଯୁବତୀଙ୍କମାନଙ୍କରୁ ବାଂଲାଦେଶରୁ ଚାକିରିର ପ୍ରଲୋଭନ ଦେଖାଇ ଅଧିକ ଟଙ୍କା ରୋଜଗାର କରିବ କହି ରାଜଧାନୀ ଭୁବନେଶ୍ୱର ଆଣି ଏମାନେ ସେକ୍ସ ରାକେଟ୍‌ ଚଳାଇଥିଲେ ।

କେବଳ ସେତିକି ନୁହେଁ ବ୍ରାଉନ୍‌ସୁଗାର ଓ ଚୋରା ବନ୍ଧୁକ କାରବାର ବି ଚଳାଇଥିଲେ । ସେକ୍ସ ରାକେଟରେ ସମ୍ପୃକ୍ତ ଥିବା ଯୁବତୀମାନଙ୍କ ସହାୟତାରେ ଏହା ଚାଲିଥିଲା ।

ଏସ୍‌ଟିଏଫ୍‌ ବା ସ୍ପେଶାଲ୍‌ ଇନଭେଷ୍ଟିଗେସନ୍‌ ଟିମ୍‌ ଏମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି । ଓଡିଶା ଆସିବା ପରେ କିଏ ଏମାନଙ୍କ ପାଇଁ ନକଲି ଆଧାରକାର୍ଡ ଓ ଭୋଟ୍‌ ପରିଚୟ ପତ୍ର ତିଆରି କରିଥିଲା ସେ ନେଇ ଏସ୍‌ଟିଏଫ୍‌ ଖୋଳତାଡ କରିବ ।

କେବଳ ସେତିକି ନୁହେଁ ବିଭିନ୍ନ୍ ବାର୍‌ ଓ ମସାଜ୍‌ ପାର୍ଲର ସ୍ପାରେ ଏମାନଙ୍କୁ କାମରେ ଲଗାଯାଉଥିଲା । ଯେଉଁମାନେ ଏଥିରେ ସମ୍ପୃକ୍ତି ପ୍ରମାଣ ମିଳିବ ପୁଲିସ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣା ପଡିଛି ।

   Related Posts