Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ପୁଣି ଅଡୁଆରେ ପଡିଲେ କଙ୍ଗନା, ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ବାନ୍ଦ୍ରା କୋର୍ଟଙ୍କ ନିର୍ଦ୍ଦେଶ

17/10/2020 at 3:28 PM

ମୁମ୍ବାଇ ୧୭।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କର୍ଣ୍ଣାଟକରେ ତାଙ୍କ ନାଁରେ ଏତଲା ରୁଜୁ ହେବା ପରେ ଏବେ ମୁମ୍ବାଇ ବାନ୍ଦ୍ରା କୋର୍ଟ ତାଙ୍କ ବିରୋଧରେ ଟ୍ବିଟ୍ ଏବଂ ସାକ୍ଷାତକାର ମାଧ୍ୟମରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ଅଭିଯୋଗରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

IANS

ମିଡିଆ ରିପୋର୍ଟ ଅନୁସାରେ ମୁନ୍ନା ବରାଳି ଏବଂ ସାହିଲ ଅଶରଫ ସୈୟଦ ନାମକ ଆବେଦନକାରୀ ପକ୍ଷରୁ କୋର୍ଟରେ ଏକ ଆବେଦନ ଦାୟର କରାଯାଇଥିଲା । ଯେଉଁଥିରେ କଙ୍ଗନାଙ୍କ ଟ୍ବିଟ୍ କୁ ହିଂସା ସୃଷ୍ଟିକାରୀ କହି ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରାଯାଇଥିଲା ।

ଆବେଦନରେ ଅଭିଯୋଗ ହୋଇଛି ଯେ, କଙ୍ଗନା ତାଙ୍କ ଟ୍ବିଟ୍ ଏବଂ ଟିଭି ଚ୍ୟାନେଲରେ ସାକ୍ଷାତକାର ମାଧ୍ୟମରେ ହିନ୍ଦୁ ଏବଂ ମୁସଲମାନ କଳାକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି କରୁଛି । କୋର୍ଟଙ୍କ ଏହି ନିର୍ଦ୍ଦେଶ ଏବଂ ମାମଲା ରୁଜୁ ହେବା ପରେ କଙ୍ଗନାଙ୍କର ମୁସ୍କିଲ ଆହୁରି ବଢିଛି ।

   Related Posts