Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ

23/04/2021 at 9:02 AM

ଭୁବନେଶ୍ୱର, ୨୩।୦୪:  ରାଜଧାନୀରୁ ପୁଣି ଚୋରା ପିସ୍ତଲ ଜବତ । କମିଶନରେଟ୍ ପୋଲିସର କ୍ୟୁଏଟି ଟିମ୍ ଖଣ୍ଡଗିରି-ଖୋର୍ଦ୍ଧା ରାସ୍ତାରୁ ଚଢଉ କରି ପିସ୍ତଲ ଜବତ କରିଛି ।

କ୍ୟୁଏଟି ଟିମ୍ ୯ ଏମ୍‌ ଏମ୍‌ ପିସ୍ତଲ ସହ ୯ ରାଉଣ୍ଡ ଗୁଳି ଜବତ କରିଛି ।ସୂଚନାନୁସାରେ, ଖଣ୍ଡଗିରି ଖୋର୍ଦ୍ଧା ରାସ୍ତାରେ କାରବାର ନେଇ ଡିଲ୍ ଚାଲିଥିଲା ।  ପୂର୍ବ ସୂଚନା ମୁତାବକ ଡିଲ୍ ପାଇଁ ଯୋଜନା କରି ମାଡି କମିଶନରେଟ ପୋଲିସ ମାଡି ବସିଥିଲା ।

ଏହାସହ ଚୋରା ପିସ୍ତଲ ବେପାର କରିବାକୁ ଆସିଥିବା ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି ।

   Related Posts