Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଟଣା: ‘ବନ୍ଦେ ଉତ୍କଳ ଜନନୀ’ ଗାନକରି କରୋନା ଯୋଦ୍ଧାଙ୍କୁ କଲେ ଉତ୍ସାହିତ

30/05/2020 at 8:16 PM

ପାଟଣା, ୩୦|୦୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶରେ ପାଟଣା ବ୍ଲକ କାର୍ଯ୍ୟାଳୟରେ ସଂଧ୍ୟା ୫.୩୦ ସମୟରେ କରୋନା ଯୋଧ୍ୟାଙ୍କୁ ଉତ୍ସାହିତ  କରିବା ପାଇଁ ” ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା।

ପାଟଣା ବ୍ଲକ ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକଙ୍କ ଅଧକ୍ଷତାରେ ଆୟୋଜିତ  ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ଉପାଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି,ଜି,ପି,ଓ ରଶ୍ମିରେଖା ମହାନ୍ତି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ  ଯୁବନେତା ପ୍ରଶାନ୍ତ କୁମାର ଭଞ୍ଜ, ସହକାରୀ ଯାନ୍ତ୍ରୀ ପୁରୁଷୋତ୍ତମ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡା. ଶୁଭେନ୍ଦୁ ସାଗର କୁମାର ନାଏକ,ଡ଼ଃ ନିର୍ମଳ କୁମାର ମହାନ୍ତ ସୁମନ ଆଚାର୍ଯ୍ୟ,ବୁଦ୍ଧିଜୀବୀ ତଥା ସାହିତ୍ୟିକ ଭରତ ଚନ୍ଦ୍ର ସାହୁ, ଗଦାଧର ମହାନ୍ତ, କୈଳାଶ ଚନ୍ଦ୍ର ବାରିକ,  ଶାନ୍ତନୁ କୁମାର ସାହୁ,ସାମାଜିକ କର୍ମୀ ବିବେକାନନ୍ଦ ଦାଶ, ବିଜୟ  ରତ୍ନ ପତି,  ରଞ୍ଜିତ ଚକ୍ର,ଯତୀନ୍ଦ୍ର କୁମାର ଦାଶ,କ୍ଷିତିଶ ମହାନ୍ତ,ବିଭୁ ବେହେରା, ଅଭିନାଶ ଦାଶ ଓ ଡବ୍ଲୁ ଆଁଶାରୀ  ପ୍ରମୁଖଙ୍କ ସହ ମୁଖ୍ୟାଳୟ ସ୍ଥିତ ସମସ୍ତ ଅଧିକାରୀ ଉପସ୍ଥିତ ରହି କରୋନା ଯୋଧ୍ୟାଙ୍କୁ ଉତ୍ସାହିତ କରି ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରାଯାଇଥିଲେ।

   Related Posts