ବନ୍ଦେ ଉତ୍କଳ ଜନନୀକୁ ନେଇ ଥମୁନି ରାଜନୀତି : Bigstory Followup

Published By : Prameya-News7 Bureau | June 29, 2018 IST

ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବୟାନକୁ ନେଇ ଥମୁନି ରାଜନୀତି ମନ୍ତ୍ରୀଙ୍କ ବୟାନକୁ ସମର୍ଥନ କରି ଗତକାଲି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ପଶ୍ଚିମ ଓଡିଶା ଯୁବମଞ୍ଚ ବରଗଡ଼ ଓ ବଲାଙ୍ଗୀରରେ ମଧ୍ୟ ବିକ୍ଷୋଭ ଦେଖିବାକୁ ମିଳିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.