ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗକୁ ନେଇ ରାଜନୈତିକ ବାଦ ବିବାଦ

Published By : Prameya-News7 Bureau | June 26, 2018 IST

ବନ୍ଦେ ଉତ୍କଳ ଜନନୀ ଉପରେ ସୁଶାନ୍ତ ସିଂଙ୍କ ମନ୍ତବ୍ୟ ନେଇ ବିଜେପିର ପ୍ରତିକ୍ରିୟା-'ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଲେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ କରିବା ପାଇଁ ବ୍ୟବସ୍ଥା ସରିଛି, ବନ୍ଦେ ଉତ୍କଳ ଜନନୀକୁ ବନ୍ଦେ ଓଡ଼ିଶା କରିବା ସୁଶାନ୍ତଙ୍କ ମନ୍ତବ୍ୟ କି, ନା ଏହା ସରକାରଙ୍କ ମତ ? ସରକାର ତାହା ସ୍ପଷ୍ଟ କରନ୍ତୁ' ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା-‘ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ବିଧାନସଭାରେ ନିଷ୍ପତ୍ତି ହୋଇଛି, ନିଷ୍ପତ୍ତି ବେଳେ ସବୁ ସଦସ୍ୟ ଉପସ୍ଥିତ ଥିଲେ, ଏବେ ଯେଉଁମାନେ ମନ୍ତବ୍ୟ ଦେଉଛନ୍ତି ତାହା ଅନୁଚିତ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.