Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗକୁ ନେଇ ରାଜନୈତିକ ବାଦ ବିବାଦ

26/06/2018 at 11:31 AM

ବନ୍ଦେ ଉତ୍କଳ ଜନନୀ ଉପରେ ସୁଶାନ୍ତ ସିଂଙ୍କ ମନ୍ତବ୍ୟ ନେଇ ବିଜେପିର ପ୍ରତିକ୍ରିୟା-‘ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଲେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ କରିବା ପାଇଁ ବ୍ୟବସ୍ଥା ସରିଛି, ବନ୍ଦେ ଉତ୍କଳ ଜନନୀକୁ ବନ୍ଦେ ଓଡ଼ିଶା କରିବା ସୁଶାନ୍ତଙ୍କ ମନ୍ତବ୍ୟ କି, ନା ଏହା ସରକାରଙ୍କ ମତ ? ସରକାର ତାହା ସ୍ପଷ୍ଟ କରନ୍ତୁ’
ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା-‘ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ବିଧାନସଭାରେ ନିଷ୍ପତ୍ତି ହୋଇଛି, ନିଷ୍ପତ୍ତି ବେଳେ ସବୁ ସଦସ୍ୟ ଉପସ୍ଥିତ ଥିଲେ, ଏବେ ଯେଉଁମାନେ ମନ୍ତବ୍ୟ ଦେଉଛନ୍ତି ତାହା ଅନୁଚିତ’

   Related Posts