Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅବଦୁଲ୍‌ କାଲାମ ଦ୍ବୀପରୁ ଅଗ୍ନି-୫ର ସଫଳ ପରୀକ୍ଷଣ, କ୍ଷେପଣାସ୍ତ୍ରର ରେଞ୍ଜରେ ଆସୁଛି ସମଗ୍ର ଚୀନ୍‌

27/10/2021 at 9:14 PM

ଭୁବନେଶ୍ବର ୨୭/୧୦: ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶାର ଏପିଜେ ଅବଦୁଲ୍‌ କାଲାମ ଦ୍ବୀପରୁ ଏହି କ୍ଷେପଣାସ୍ତ୍ରଣ ପରୀକ୍ଷା ସଫଳ ହୋଇଛି। ଏହି ମିସାଇଲ୍‌ ପରମାଣୁ ଯୁଦ୍ଧାସ୍ତ୍ରକୁ ବହନ କରିବା ସହ ଶତ୍ରୁ ଦେଶର ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଏଥିରେ ଷ୍ଟେଜ୍‌ ୩ ଇଞ୍ଜିନ୍‌ ବ୍ୟବହୃତ ହୋଇଥିବା ବେଳେ  ଏହା ‘ନ୍ୟୁନତମ ବିଶ୍ବସନୀୟ ପ୍ରତିରୋଧ’ ଜରିଆରେ ‘ପ୍ରଥମେ ବ୍ୟବହାର ନକରିବା’ ନୀତିରେ ପରିଚାଳିତ ହେବ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି।

ଭୂମିରୁ ଭୂମିକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ଅକ୍ଟୋବର ୨୭, ୨୦୨୧ରେ ସନ୍ଧ୍ୟା ୭.୫୦ରେ ସଫଳ ପରୀକ୍ଷଣ କରାଯାଇଛି । ସଠିକତା ସହ ୫୦୦୦ କି.ମି ଲକ୍ଷ ଭେଦ କରିପାରୁଥିବା ଅଗ୍ନି-୫ର ରେଞ୍ଜରେ ଶତ୍ରୁ ଦେଶ ଚୀନ ଆସୁଛି। ସମଗ୍ର ଚୀନ ଅଗ୍ନି-୫ ରେଞ୍ଜରେ ଆସୁଥବା ବେଳେ ଏବେ ଶତ୍ରୁ ଦେଶର ଭୟ ଦୁଇଗୁଣିତ ହେବା ନିଶ୍ଚିତ।    

   Related Posts