Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ବାଲିମାଫିଆଙ୍କ ଦବଙ୍ଗଗିରି, ତହସିଲଦାରଙ୍କୁ ମାଡ ମାରି ଲୁଟି ନେଲେ ସୁନା ଚେନ ଏବଂ ଟଙ୍କା

2/08/2021 at 11:42 PM

ଭୋଗରାଇ ୦୨।୦୮: ବାଲିମାଫିଆଙ୍କ ଦବଙ୍ଗଗିରି। ଶିକାର ହେଲେ ଭୋଗରାଇ ଅତିରିକ୍ତ ତହସିଲଦାର। ଖବର ଅନୁଯାୟୀ ବାଲେଶ୍ଵର ଜିଲ୍ଲା  କମର୍ଦା ଥାନା ଉଲୁଡା କମର୍ଦା ରାସ୍ତାରେ ବେଆଇନ ବାଲି ଗାଡିକୁ ଅଟକାଇବାରୁ ଭୋଗରାଇ ଅତିରିକ୍ତ ତହସିଲଦାରଙ୍କୁ ମାଡ ମାରି ସୁନା ଚେନ , ମୋବାଇଲ ଓ ଟଙ୍କା ଲୁଟି ନେଲେ ବାଲି ମାଫିଆ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। । ଗାଁ ଲୋକେ ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିଛନ୍ତି। ଏପରିକି ସ୍ଥାନୀୟ ଲୋକମାନେ ଡମ୍ପର ଡ୍ରାଇଭର  ଓ ହେଲରପଙ୍କୁ ଅଟକ ରଖି କର୍ମଦା ପୋଲିସ ଜିମା ଦେଇଛନ୍ତି । ଆକ୍ରମଣ କରି ଥିବା ୫ ଜଣ ବାଲି ମାଫିଆ ଫେରାର ଅଛନ୍ତି । ସେମାନଙ୍କ ଘର ବାଲିଆପାଳ ଅଞ୍ଚଳରେ ବୋଲି ଜଣା ପଡିଛି ।

   Related Posts