ଭୁବନେଶ୍ଵର ବାଲିଅନ୍ତା-ବାଲିପାଟଣାରେ କାଳବୈଶାଖି

Published By : Prameya-News7 Bureau | February 28, 2019 IST

ଭୂବନେଶ୍ଵର ୨୮/୨- ବାଲିଅନ୍ତା ଏବଂ ବାଲିପାଟଣାରେ କାଳ ବୈଶାଖୀ । ବର୍ଷା ହେବା ସହ ଜୋର ରେ ପବନରେ ବେହାଲ ବାଲିଅନ୍ତା । ପବନରେ ବାଲିଅନ୍ତାର ବୁଦ୍ଧିପଡ଼ା, ବାଳକାଟି , ନୂଆସାହି ଆଦି ଅଂଚଳରେ ଗଛଭାଙ୍ଗି ରାସ୍ତା ଅବରୋଧ । ରାସ୍ତାରେ କେତେକ ସ୍ଥାନରେ ଗଛ ପଡ଼ିଥିବାରୁ କିଛି ସମୟ ପାଇଁ ରାସ୍ତାରେ ଗାଡି ମଟର ଅଟକି ରହିଥିଲା । ସ୍ଥାନୀୟ ଲୋକ ରାସ୍ତାଘାଟ ସଫା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା । ବାଲିପାଟଣାର କିଛି ଅଂଚଳରେ ସାମାନ୍ୟ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.