ବାଲେଶ୍ୱରରେ ପୁଣି ଏଟିଏମ ଲୁଟେରା

Published By : Prameya-News7 Bureau | June 13, 2018 IST

ବାଲେଶ୍ୱରରେ ପୁଣି ଏଟିଏମ ଲୁଟେରା | ରାଣୀପାଟଣା ଛକରେ ଥିବା ଏସବିଆଇ ଏଟିଏମକୁ ଭାଙ୍ଗି ଲୁଟ କରିଛନ୍ତି ଲୁଟେରା | ବିଳମ୍ବିତ ରାତିରେ ଆସି ଦୁଇ ଲୁଟେରା ଏଟିଏମ ଭାଙ୍ଗି ଲୁଟ କରିଛନ୍ତି | ତେବେ ଟଙ୍କା ଲୁଟ କରିଛନ୍ତି ତାହା ଜଣା ପଡ଼ିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.