ମହିଳା ଫରେଷ୍ଟ ଗାର୍ଡଙ୍କ ସହ ଅଫିସରେ ରେଞ୍ଜରଙ୍କ ରୋମାନ୍ସ, ଦେଖନ୍ତୁ ଭିଡିଓ…
31/10/2019 at 12:01 PM

ବାଲେଶ୍ବର (ସର୍ବେଶ୍ବର ନାଥ) ୩୧।୧୦: କାର୍ଯ୍ୟାଳୟ ଭିତରେ ରୋମାନ୍ସ । ବାଲେଶ୍ବର ଜିଲ୍ଲା କୁଲଡିହା ରେଞ୍ଜ ଅଫିସରଙ୍କ ରୋମାନ୍ସ ଭିଡିଓ ଭାଇରାଲ୍ ହୋଇଛି । ଅଫିସ ଭିତରେ କାର୍ଯ୍ୟରତ ଅବସ୍ଥାରେ ରୋମାନ୍ସ କରୁଛନ୍ତି ରେଞ୍ଜ ଅଫିସର ।ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓରେ କୁଲଡ଼ିହା ରେଞ୍ଜ ଅଫିସର ନିଜ ଅଫିସର ଫରେଷ୍ଟ ଗାର୍ଡଙ୍କ ସହ ରାସଲୀଳା କରୁଥିବା ଦେଖିବାକୁ ମିଳିଛି । ଦେଖନ୍ତୁ କେମିତି ଫରେଷ୍ଟ ଗାର୍ଡଙ୍କୁ ଆଲିଙ୍ଗନ କରୁଛନ୍ତି ଓ ଚୁମା ଦେଉଛନ୍ତି । ବାବୁ ତାଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଇଛନ୍ତି ଆଉ ସେ ମଧ୍ୟ ବାବୁଙ୍କ ମୁଣ୍ଡ କୁଣ୍ଡାଇଦେବା ସହ ଖୁସିରେ ଆଲିଙ୍ଗନ ମଧ୍ୟ କରୁଛନ୍ତି । ବର୍ତ୍ତମାନ ରେଞ୍ଜର ଏସିଏଫ ଭାବେ ବାରିପଦାକୁ ବଦଳି ହୋଇଥିବା ସୂଚନା ଦେଇଛନ୍ତି ।
Related Posts
ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ
28 January 2021
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021