Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ମହିଳା ଫରେଷ୍ଟ ଗାର୍ଡଙ୍କ ସହ ଅଫିସରେ ରେଞ୍ଜରଙ୍କ ରୋମାନ୍ସ, ଦେଖନ୍ତୁ ଭିଡିଓ…

31/10/2019 at 12:01 PM

ବାଲେଶ୍ବର (ସର୍ବେଶ୍ବର ନାଥ) ୩୧।୧୦: କାର୍ଯ୍ୟାଳୟ ଭିତରେ ରୋମାନ୍ସ । ବାଲେଶ୍ବର ଜିଲ୍ଲା କୁଲଡିହା ରେଞ୍ଜ ଅଫିସରଙ୍କ ରୋମାନ୍ସ ଭିଡିଓ ଭାଇରାଲ୍ ହୋଇଛି । ଅଫିସ ଭିତରେ କାର୍ଯ୍ୟରତ ଅବସ୍ଥାରେ ରୋମାନ୍ସ କରୁଛନ୍ତି ରେଞ୍ଜ ଅଫିସର ।ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ କୁଲଡ଼ିହା ରେଞ୍ଜ ଅଫିସର ନିଜ ଅଫିସର ଫରେଷ୍ଟ ଗାର୍ଡଙ୍କ ସହ ରାସଲୀଳା କରୁଥିବା ଦେଖିବାକୁ ମିଳିଛି । ଦେଖନ୍ତୁ କେମିତି ଫରେଷ୍ଟ ଗାର୍ଡଙ୍କୁ ଆଲିଙ୍ଗନ କରୁଛନ୍ତି ଓ ଚୁମା ଦେଉଛନ୍ତି । ବାବୁ ତାଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଇଛନ୍ତି ଆଉ ସେ ମଧ୍ୟ ବାବୁଙ୍କ ମୁଣ୍ଡ କୁଣ୍ଡାଇଦେବା ସହ ଖୁସିରେ ଆଲିଙ୍ଗନ ମଧ୍ୟ କରୁଛନ୍ତି । ବର୍ତ୍ତମାନ ରେଞ୍ଜର ଏସିଏଫ ଭାବେ ବାରିପଦାକୁ ବଦଳି ହୋଇଥିବା ସୂଚନା ଦେଇଛନ୍ତି ।

   Related Posts