Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • ମହାରାଷ୍ଟ୍ରରେ ବେକାବୁ କରୋନା ! ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ସଂକ୍ରମତି ଚିହ୍ନଟ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||
  • ଝାରସୁଗୁଡା : ଗଛରେ ଝୁଲୁଛି ଜବାନଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
  • ||
  • ସାଲେପୁର : ବୃଦ୍ଧାଙ୍କଠାରୁ ୧୪ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପେନସନ୍ ଉଠାଇ ଖାଇବା ବେଳେ ଲୁଟ୍‌ର ଶିକାର
  • ||
  • ଭୁବନେଶ୍ବର : ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ||
  • ସିରିଜ୍ ଦୁର୍ଘଟଣା : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ପିଟିଲା ଇନୋଭା, ୪ ଆହତ
  • ||
  • ଭୁବନେଶ୍ବର : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ଧକ୍କାଦେଲା ଇନୋଭା
  • ||
  • କୁଚିଣ୍ଡା : ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ
  • ||

ବାଲେଶ୍ୱର ଷ୍ଟେସନ ନିକଟରେ ଥିବା ବିଭିନ୍ନ ହୋଟେଲରେ ଫୁଡ ଇନ୍ସପେକ୍ଟରଙ୍କ ଚଢ଼ାଉ

14/08/2018 at 11:06 PM

ବାଲେଶ୍ୱର ଷ୍ଟେସନ ନିକଟରେ ଥିବା ବିଭିନ୍ନ ହୋଟେଲରେ ଫୁଡ ଇନ୍ସପେକ୍ଟରଙ୍କ ଚଢ଼ାଉ । ହୋଟେଲରେ ଗ୍ରାହକଙ୍କୁ ଖରାପ ଖାଦ୍ୟ ଦେଉଥିବାର ଅଭିଯୋଗ ହୋଇଥିଲା । ଆଜି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଫୁଡ଼ ଇନ୍ସପେକ୍ଟର ଅନୁଶ୍ରୀ ଖଟୁଆ, ଉପ ଜିଲ୍ଲାପାଳ ଲିଲୁ ମହାପାତ୍ର , ଭାରପ୍ରାପ୍ତ ତହସିଲଦାର ଅନୁଜା ତାରିଣୀ ମିଶ୍ର ପ୍ରମୁଖ କେତେକ ହୋଟେଲ ଉପରେ ଚଢ଼ାଉ କରିଥିଲେ । ଝାଡ଼େଶ୍ୱର ହୋଟେଲ, ଓଡ଼ଶୀ ହୋଟେଲ ଉପରେ ଚଢ଼ାଉ କରିଥିଲେ । ଏହି ସବୁ ହୋଟେଲରୁ କିଛି ବାସୀ ଖାଦ୍ୟ ପାଇବା ସହ ପୋଡ଼।ତେଲ, ଦୀର୍ଘଦିନ ଧରି ରହିଥିବା ମାଛ ଓ ମାଂସ ସବୁ ପାଇଥିଲେ । ସେ ସବୁକୁ ବ୍ଲିଚିଂ ପକାଇ ନଷ୍ଟ କରିଦିଆଯାଇଥିଲା । ସେମାନଙ୍କ ନିକଟରେ ଫୁଡ଼ ଲାଇସେନ୍ସ ନଥିବା ମଧ୍ୟ ଜଣା ପଡ଼ଛି।

   Related Posts