Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ନିଉଜ୭ ହାତରେ ବାଲେଶ୍ୱର ଜାଇକା ହୋଟେଲ ଗୁଳିକାଣ୍ଡ ଘଟଣାର ସିସିଟିଭି ଫୁଟେଜ

17/07/2018 at 7:49 AM

ନିଉଜ୭ ହାତରେ ଲାଗିଜି ବାଲେଶ୍ୱର ଜାଇକା ହୋଟେଲ ଗୁଳିକାଣ୍ଡ ଘଟଣାର ସିସିଟିଭି ଫୁଟେଜ.. ଗତ ୮ ତାରଖ ସଂଧ୍ୟରେ ଏଇ ଗୁଳିକାଣ୍ଡ ଘଟିଥିଲା ଗୋଟେ ବାଇକରେ ତିନି ଜଣ ଜୁବକ ଆସି ହୋଟେଲ ସାମ୍ନାରେ ରହିଥିଲେ.. ଜଣେ ବାଇକରେ ବସିଥିଲାବେଳେ ଅନ୍ୟ ଦୁଇ ଜଣ ଆସି ପ୍ରଥମେ ସିକ୍ୟୁରିଟି ଗାର୍ଡ଼ ସହ କଥା ହୋଇଥିଲେ..ବନ୍ଧୁକ କାଢି ସିକ୍ୟୁରିଟି ଗାର୍ଡ଼କୁ ଭୟଭିତ ମଧ୍ୟ କରାଇଥିଲେ.. ପରେ ଫାଙ୍କା ଗୁଳି ଚାଳନା କରିଥିଲେ ଆଉ ଶେଷରେ ଗୋଟେ ବାଇକରେ ବସି ତିନି ଜଣ ଫେରାର ହୋଇ ଯାଏଥିଲେ..ଗୁଳିକାଣ୍ଡରେ ହୋଟେଲ ମାଲିକ ସୁଧାସୁଂ ପ୍ରଧାନଙ୍କର ମ୍ରୁତ୍ୟୁ ହୋଇ ଯାଇଥିଲା.. ହତ୍ୟାକାରିଙ୍କୁ ଧରିବାପାଇଁ ପୋଲିସ ଗୋଟେ ଟିମ ଗଠନ କରିଥିଲା.. କଟକ ଭୁବନେଶ୍ଵର ଏବଂ ଛତ୍ତିଷଗଡ଼ରେ ଚଢ଼ଉ କରି ପୋଲିସ ମୁଖ୍ୟ ଅଭିଯୁକ୍ତ ଜଜନ ପାଣିଗ୍ରାହୀ ଓ ତାର ଦୁଇ ସହଯୋଗିଙ୍କୁ ଗିରଫ କରିଛି.. ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ତାକୁ ଜୁଭେନାଇଲ କୋର୍ଟ ପଠା ହୋଇଛି..

   Related Posts