ନିଉଜ୭ ହାତରେ ବାଲେଶ୍ୱର ଜାଇକା ହୋଟେଲ ଗୁଳିକାଣ୍ଡ ଘଟଣାର ସିସିଟିଭି ଫୁଟେଜ

Published By : Prameya-News7 Bureau | July 17, 2018 IST

ନିଉଜ୭ ହାତରେ ଲାଗିଜି ବାଲେଶ୍ୱର ଜାଇକା ହୋଟେଲ ଗୁଳିକାଣ୍ଡ ଘଟଣାର ସିସିଟିଭି ଫୁଟେଜ.. ଗତ ୮ ତାରଖ ସଂଧ୍ୟରେ ଏଇ ଗୁଳିକାଣ୍ଡ ଘଟିଥିଲା ଗୋଟେ ବାଇକରେ ତିନି ଜଣ ଜୁବକ ଆସି ହୋଟେଲ ସାମ୍ନାରେ ରହିଥିଲେ.. ଜଣେ ବାଇକରେ ବସିଥିଲାବେଳେ ଅନ୍ୟ ଦୁଇ ଜଣ ଆସି ପ୍ରଥମେ ସିକ୍ୟୁରିଟି ଗାର୍ଡ଼ ସହ କଥା ହୋଇଥିଲେ..ବନ୍ଧୁକ କାଢି ସିକ୍ୟୁରିଟି ଗାର୍ଡ଼କୁ ଭୟଭିତ ମଧ୍ୟ କରାଇଥିଲେ.. ପରେ ଫାଙ୍କା ଗୁଳି ଚାଳନା କରିଥିଲେ ଆଉ ଶେଷରେ ଗୋଟେ ବାଇକରେ ବସି ତିନି ଜଣ ଫେରାର ହୋଇ ଯାଏଥିଲେ..ଗୁଳିକାଣ୍ଡରେ ହୋଟେଲ ମାଲିକ ସୁଧାସୁଂ ପ୍ରଧାନଙ୍କର ମ୍ରୁତ୍ୟୁ ହୋଇ ଯାଇଥିଲା.. ହତ୍ୟାକାରିଙ୍କୁ ଧରିବାପାଇଁ ପୋଲିସ ଗୋଟେ ଟିମ ଗଠନ କରିଥିଲା.. କଟକ ଭୁବନେଶ୍ଵର ଏବଂ ଛତ୍ତିଷଗଡ଼ରେ ଚଢ଼ଉ କରି ପୋଲିସ ମୁଖ୍ୟ ଅଭିଯୁକ୍ତ ଜଜନ ପାଣିଗ୍ରାହୀ ଓ ତାର ଦୁଇ ସହଯୋଗିଙ୍କୁ ଗିରଫ କରିଛି.. ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ତାକୁ ଜୁଭେନାଇଲ କୋର୍ଟ ପଠା ହୋଇଛି..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.