ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

ହଜିଯାଉଥିବା ରାମଳୀଳାକୁ ବଞ୍ଚାଇବାକୁ ପ୍ରୟାସ

18/08/2018 at 7:39 PM

ବଲାଙ୍ଗିର ଦୁଲୁଦୁଲି କଳାପରିଷଦର ହଜିଯାଉଥିବା ରାମଳୀଳାକୁ ବଞ୍ଚାଇବାକୁ ପ୍ରୟାସ । ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଉତ୍ସବରେ ୬୫ ରୁ ଅଧିକ ନାଟ୍ୟ ଦଳ ଯୋଗ ଦେଇଥିଲେ । କଳାକାରଙ୍କ ନିଖୁଣ ଅଭିନୟରେ ହଜିଯାଇଥିଲେ ଦର୍ଶକ ।

   Related Posts