ହଜିଯାଉଥିବା ରାମଳୀଳାକୁ ବଞ୍ଚାଇବାକୁ ପ୍ରୟାସ

Published By : Prameya-News7 Bureau | August 18, 2018 IST

ବଲାଙ୍ଗିର ଦୁଲୁଦୁଲି କଳାପରିଷଦର ହଜିଯାଉଥିବା ରାମଳୀଳାକୁ ବଞ୍ଚାଇବାକୁ ପ୍ରୟାସ । ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଉତ୍ସବରେ ୬୫ ରୁ ଅଧିକ ନାଟ୍ୟ ଦଳ ଯୋଗ ଦେଇଥିଲେ । କଳାକାରଙ୍କ ନିଖୁଣ ଅଭିନୟରେ ହଜିଯାଇଥିଲେ ଦର୍ଶକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.