ବଲାଙ୍ଗୀର ପଲିଟେକନିକ ଛାତ୍ରଙ୍କ ଆତ୍ମହତ୍ୟା

Published By : Prameya-News7 Bureau | September 05, 2018 IST

ବଲାଙ୍ଗୀର ୦୪/୦୯ : ବଲାଙ୍ଗୀର ପଲିଟେକନିକ ଛାତ୍ରଙ୍କ ଆତ୍ମହତ୍ୟା। ଇଲେକଟ୍ରିକାଲ ତୃତୀୟ ବର୍ଷର ଛାତ୍ରଙ୍କ ଆତ୍ମହତ୍ୟା। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ର ଜଣକ। ମୃତ ଛାତ୍ର ଭଦ୍ରକର ଚନ୍ଦ୍ରଶେଖର ବେହେରା । ଟାଉନ ଥାନା ଶାନ୍ତିପଡା ସ୍ଥିତ ଆଲେ।କ ନଗରରେ ଥିବା ଏକ ବେସରକାରୀ ହଷ୍ଟେଲରୁ ଚନ୍ଦ୍ରଶେଖରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପେ।ଲିସ । ତେବେ ଚନ୍ଦ୍ରଶେଖର କାହିଁ କି ଓ କେଉଁ ପରିସ୍ଥିତି ରେ ଆତ୍ମହତ୍ୟା କଲେ ତାହା ଜଣାପଡିନି । ପେ।ଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଗତ କିଛି ଦିନ ହେଲା ଚନ୍ଦ୍ରଶେଖର ମାନସିକ ଚାପରେ ଥିବା କହିଛନ୍ତି ତାଙ୍କ ସାଙ୍ଗ ମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.