ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

ବଲାଙ୍ଗୀର ପଲିଟେକନିକ ଛାତ୍ରଙ୍କ ଆତ୍ମହତ୍ୟା

5/09/2018 at 12:27 AM

ବଲାଙ୍ଗୀର ୦୪/୦୯ : ବଲାଙ୍ଗୀର ପଲିଟେକନିକ ଛାତ୍ରଙ୍କ ଆତ୍ମହତ୍ୟା। ଇଲେକଟ୍ରିକାଲ ତୃତୀୟ ବର୍ଷର ଛାତ୍ରଙ୍କ ଆତ୍ମହତ୍ୟା। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ର ଜଣକ। ମୃତ ଛାତ୍ର ଭଦ୍ରକର ଚନ୍ଦ୍ରଶେଖର ବେହେରା । ଟାଉନ ଥାନା ଶାନ୍ତିପଡା ସ୍ଥିତ ଆଲେ।କ ନଗରରେ ଥିବା ଏକ ବେସରକାରୀ ହଷ୍ଟେଲରୁ ଚନ୍ଦ୍ରଶେଖରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପେ।ଲିସ । ତେବେ ଚନ୍ଦ୍ରଶେଖର କାହିଁ କି ଓ କେଉଁ ପରିସ୍ଥିତି ରେ ଆତ୍ମହତ୍ୟା କଲେ ତାହା ଜଣାପଡିନି । ପେ।ଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଗତ କିଛି ଦିନ ହେଲା ଚନ୍ଦ୍ରଶେଖର ମାନସିକ ଚାପରେ ଥିବା କହିଛନ୍ତି ତାଙ୍କ ସାଙ୍ଗ ମାନେ ।

   Related Posts